ଶ୍ରୀନଗର: ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର । ଆଜି ସକାଳ 11 ଟାରେ ବାନ୍ଦିପୋରାରେ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ରହିଛି 3.5 । ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର - ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର
ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର । ଆଜି ସକାଳ 11 ଟାରେ ବାନ୍ଦିପୋରାରେ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ରହିଛି 3.5 ।

ମୃଦୁ ଭୂକମ୍ପ ଝଟକାରେ ଥରିଲା ଜମ୍ମୁ ଓ କାଶ୍ମୀର