ETV Bharat / bharat

ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଜାମ୍ମୁ କାଶ୍ମୀର, ତୀବ୍ରତା 3.1 ରେକର୍ଡ - An earthquake hits Maharashtra

ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଜାମ୍ମୁକାଶ୍ମୀର। ରିକ୍ଟର ସ୍କେଲରେ ତୀବ୍ରତା 3.1 ଓ 3.0 ରେକର୍ଡ କରାଯାଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।

ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଜାମ୍ମୁ କାଶ୍ମୀର, ତୀବ୍ରତା 3.1 ରେକର୍ଡ

author img

By

Published : Jul 24, 2020, 6:20 AM IST

ନୂଆଦିଲ୍ଲୀ: ମହାମାରୀର ପାଦ୍ରୁଭାବ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମୟରେ ଭୂକମ୍ପର ଝଟକା ମଧ୍ୟ ବାରମ୍ବାର ଅନୁଭବ କରୁଛନ୍ତି ଦେଶର ଅନେକ ରାଜ୍ୟବାସୀ। ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଭୂକମ୍ପ ହେଉଥିବାର ଖବର ସାମ୍ନାକୁ ଆସୁଛି।

ମଧ୍ୟରାତ୍ରି ପ୍ରାୟ 12.26 ରେ ମହାରାଷ୍ଟ୍ରର ପାଲଘରରେ ମୃଦୁ ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରେକର୍ଡ କରାଯାଇଛି। କୌଣସି କ୍ଷୟକ୍ଷତିର ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ।

ଅନ୍ୟପଟେ ସକାଳ 5.11 ମିନିଟରେ ଜାମ୍ମୁ କାଶ୍ମୀରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.0 ରହିଥିଲା। ଏହାସହ କେନ୍ଦ୍ରସ୍ଥଳ ଜାମ୍ମୁ କାଶ୍ମୀରର 89 କିଲୋମିଟର ପୂର୍ବ କାତ୍ରାରେ ସୃଷ୍ଟି ହୋଇଥିଲା। ଏନେଇ ସେସିମୋଲୋଜି ବିଭାଗ ତରଫରୁ ସୂଚନା ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.