ETV Bharat / bharat

ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ଗୃହମନ୍ତ୍ରୀ ଶାହ

author img

By

Published : Jan 19, 2020, 10:14 PM IST

ସିଏଏ ସମର୍ଥନରେ ଆୟୋଜିତ ସଭାରେ ଯୋଗ ଦେବାକୁ କର୍ଣ୍ଣାଟକ ଗସ୍ତରେ ଆସି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଦଳୀୟ କର୍ମୀଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

amit-shah-meets-party-workers-at-union-minister-pralhad-joshi-residence-in-hubbali
ହୁବଳିରେ ଦଳୀୟ କର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ଅମିତ ଶାହା

ବେଙ୍ଗାଲୁରୁ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା କର୍ଣ୍ଣାଟକର ଧାରୱାଡ ସଂସଦୀୟକ୍ଷେତ୍ରର ସାଂସଦ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ଆୟୋଜିତ ହୋଇଥିବା ପୋଲିଓ ବୁନ୍ଦା ଅଭିଯାନରେ ଯୋଗ ଦେବା ସହ ସ୍ଥାନୀୟ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି ସେ। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ସାଲ ଉପହାର ଦେଇ ସ୍ବାଗତ ଜଣାଇଥିଲେ ସ୍ଥାନୀୟ ବିଜେପି କର୍ମୀ। ଶନିବାର କର୍ଣ୍ଣାଟକରେ ଆୟୋଜିତ ହୋଇଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଶାହ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.