ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ନଡ୍ଡା ଓ ଶାହ କରିବେ 3ଟି ରାଲି - ନଡ୍ଡା ଓ ଶାହ କରିବେ 3ଟି ଲେଖାଏଁ ରାଲି

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ରୋଡ ଶୋ ସାଙ୍ଗକୁ ଜାରି ରହିଛି ପଦଯାତ୍ରା। ଉଠୁଛି ପଡୁଛି ପ୍ରଚାର ମୈଦାନ। ଆରୋପ ପ୍ରତ୍ୟାରୋପରେ ଲାଗି ପଡିଛନ୍ତି ଦଳୀୟ ନେତା । ବିଜେପି ପକ୍ଷରୁ ପ୍ରାୟ ସବୁଦିନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ଓ ରାଲି କରୁଥିବା ଦେଖିବାକୁ ମିଳୁଥିବାବେଳେ, ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ ଶୋ କରୁଛନ୍ତି।

amit shah
ଦିଲ୍ଲୀ ନିର୍ବାଚନ: ଆଜି ନଡ୍ଡା ଓ ଶାହ କରିବେ 3ଟି ଲେଖାଏଁ ରାଲି
author img

By

Published : Jan 29, 2020, 7:59 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଜୋରସୋରରେ ଚାଲିଛି ନିର୍ବାଚନ ପ୍ରଚାର। ରୋଡ ଶୋ ସାଙ୍ଗକୁ ଜାରି ରହିଛି ପଦଯାତ୍ରା। ଉଠୁଛି ପଡୁଛି ପ୍ରଚାର ମୈଦାନ। ଆରୋପ ପ୍ରତ୍ୟାରୋପରେ ଲାଗି ପଡିଛନ୍ତି ଦଳୀୟ ନେତା। ବିଜେପି ପକ୍ଷରୁ ପ୍ରାୟ ସବୁଦିନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଲି କରୁଥିବା ଦେଖିବାକୁ ମିଳୁଥିବା ବେଳେ ଦିଲ୍ଲୀରେ ଶାସକ ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରୋଡ ଶୋ କରୁଛନ୍ତି।

ବୁଧବାର ବିଜେପି ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 3ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆପ୍‌ ପାଇଁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ରାଜେନ୍ଦ୍ର ନଗର, ହରି ନଗର, ସାକୁର ବସ୍ତି ଓ ମୋତି ନଗରରେ ରୋଡ ଶୋ କରିବେ।

ଆସନ୍ତା ଫେବୃଆରୀ 8 ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ଫେବୃଆରୀ 11 ତାରିଖରେ ଭୋଟ ଗଣତି ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.