ETV Bharat / bharat

ପତ୍ନୀଙ୍କ ସହ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ କଲେ ଶାହ - lord jagannath

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ନିଜ ପତ୍ନୀ ସୋନଲ ଶାହଙ୍କ ସହିତ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ମହାପ୍ରଭୁଙ୍କ ସକାଳର ମଙ୍ଗଳ ଆଳତିରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: @ani
author img

By

Published : Jul 4, 2019, 10:40 AM IST

ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ହଜାର ହଜାର ସଂଖ୍ୟାର ଲୋକମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବାକୁ ପୁରୀରେ ପହଞ୍ଚିଛନ୍ତି । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦରେ ନିଜ ପତ୍ନୀ ସୋନଲ ଶାହଙ୍କ ସହିତ ଭଗବାନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ମହାପ୍ରଭୁଙ୍କ ସକାଳର ମଙ୍ଗଳ ଆଳତିରେ ସାମିଲ ହୋଇଛନ୍ତି ।

od_amit shah_sonal shah_prayer
ଫଟୋ ସୌଜନ୍ୟ: @ani

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଡେପ୍ୟୁଟି ସିଏମ୍ ନୀତିନ ପଟେଲ ଅହମ୍ମଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଓଡିଶାରେ ରଥଯାତ୍ରା ନୀତିକାନ୍ତି ଅନୁସାରେ ଅହମଦାବାଦରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ବାହାରିଥାଏ ।

od_amit shah_sonal shah_prayer
ଫଟୋ ସୌଜନ୍ୟ: @ani

ଏହି ଅବସରରେ ଶ୍ରଦ୍ଧାଳୁ ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ଧୂମଧାମରେ ପୂଜା କରିଛନ୍ତି । ରଥାରୂଢ କୃଷ୍ଣ, ବଳରାମ ଏବଂ ସୁଭଦ୍ରାଙ୍କ ନଗର ଭ୍ରମଣ ଅହମଦାବାଦରେ ଏକ ଚର୍ଚ୍ଚିତ ଧାର୍ମିକ ଉତ୍ସବ । ଆଉ ଏହି ଉତ୍ସବରେ ଅମିତ ଶାହ ପ୍ରତିବର୍ଷ ସାମିଲ ହୋଇଥାନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.