ETV Bharat / bharat

ସାମାଜିକ ଦୂରତାକୁ ସମ୍ମାନ ଜଣାଇ ଜଙ୍ଗଲକୁ ଗଲେ ଆଦିବାସୀ - କେରଳ କୋରୋନା ଖବର

କୋରୋନା ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ କେରଳର ମାଲାପୁରମ୍ ଜିଲ୍ଲାର ଅଧିକାଂଶ ଆଦିବାସୀ ପରିବାର ନିଜର ସୁରକ୍ଷା ପାଇଁ ଜଙ୍ଗଲ ମଧ୍ୟରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

Amid Covid scare people of tribal communities relocate into deep forests
କୋରୋନା ପାଇଁ ଜଙ୍ଗଲକୁ ଗଲେ ଆଦିବାସୀ
author img

By

Published : Mar 28, 2020, 11:42 AM IST

ଥିରୁଅନନ୍ତପୁରମ: କୋରୋନା ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅନେକ ଶିକ୍ଷିତ ଲୋକ ଏହି ନିୟମ ଉଲ୍ଲଂଘନ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଏକ୍ଷେତ୍ରରେ ଆଦିବାସୀ ମାନେ ବେଶ ସଚେତନ ନଜର ଆସିଛନ୍ତି । ଆଉ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କେରଳର ମାଲାପୁରମ୍ ଜିଲ୍ଲାର ଅଧିକାଂଶ ଆଦିବାସୀ ପରିବାର ନିଜର ସୁରକ୍ଷା ପାଇଁ ଜଙ୍ଗଲରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

କୋରୋନା ପାଇଁ ଜଙ୍ଗଲକୁ ଗଲେ ଆଦିବାସୀ

ସୂଚନା ଅନୁଯାୟୀ, କେରଳର ପେରୁଭାମ୍ବାଡାମ କଲୋନୀରେ 80ରୁ ଅଧିକ ଆଦିବାସୀ ପରିବାର ରୁହନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ପରିବାର ମିଳିତ ପରିବାର ଅଟନ୍ତି। ତେବେ ଏହି 80 ପରିବାର 2 ଏକର ଜମିରେ ରହୁଛନ୍ତି |

ଏହି 80 ପରିବାର ବ୍ୟତୀତ ସେଠାରେ ଥିବା 2 ଏକର ଜମିରେ ଏକ ଅଙ୍ଗନବାଡି, ଏକ ବାଦଲ ବିଦ୍ୟାଳୟ ଏବଂ ଗୋରୁ ଚାଲାଣ କ୍ଷେତ୍ର ମଧ୍ୟ ଅଛି | ତେବେ ଏହି ପରିସ୍ଥିତିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ସେମାନେ ଏପ୍ରିଲ୍ 14 ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.