ETV Bharat / bharat

ଆସୁଛନ୍ତି ଟ୍ରମ୍ପ, ଟ୍ବିଟ୍ କରି ଜାହିର କଲେ ଖୁସି

author img

By

Published : Feb 15, 2020, 9:30 AM IST

ଭାରତ ଆସିବା ପୂର୍ବରୁ ଟ୍ବିଟ କରି ଭାରତ ଆସିବା ଖୁସିକୁ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି । କଣ କରିଛନ୍ତି ଟ୍ବିଟ୍ ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

donald trump tweet on india visit
ଆସୁଛନ୍ତି ଟ୍ରମ୍ପ, ଟ୍ବିଟ୍ କରି ଜାହିର କଲେ ଖୁସି

ୱାଶିଂଟନ: ଆସନ୍ତା 24ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ । ଭାରତ ଆସିବା ପୂର୍ବରୁ ଟ୍ବିଟ୍ କରି ଖୁସି ଜାହିର କରିଛନ୍ତି ଟ୍ରମ୍ପ । ଭାରତ ଆସିବା ତାଙ୍କ ପାଇଁ ସମ୍ମାନର କଥା ବୋଲି ସେ ଲେଖିଛନ୍ତି ।

ଟ୍ରମ୍ପ ଟ୍ବିଟ୍ କରି ଲେଖିଛନ୍ତି, ସମ୍ମାନର କଥା,‘ନିକଟରେ ମାର୍କ ଜୁକରବର୍ଗ କହିଥିଲେ କି,ଫେସବୁକରେ ନମ୍ବର1 ଟ୍ରମ୍ପ ଓ ଦ୍ବିତୀୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସତରେ ମୁଁ ଦୁଇ ସପ୍ତାହ ମଧ୍ୟରେ ଭାରତ ଯାଉଛି, ଏଥିପାଇଁ ମୁଁ ଉତ୍ସାହିତ’ ।

ଫଟୋ ସୌଜନ୍ୟ: ଟ୍ବିଟର@realDonaldTrump

ଏହା ପୂର୍ବରୁ ମୋଦି ଟ୍ରମ୍ପଙ୍କ ଗସ୍ତକୁ ନେଇ ଟ୍ବିଟ କରିଥିଲେ କି, ମୁଁ ବହୁତ ଖୁସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମିଲୋନିଆ ଟ୍ରମ୍ପ ଆସନ୍ତା 24ରେ ଭାରତ ଗସ୍ତରେ ଆସୁଛନ୍ତି । ଭାରତ ନିଜର ସମ୍ମାନନୀୟ ଅତିଥିଙ୍କୁ ଆଡମ୍ବର ସହକାରରେ ସ୍ବାଗତ କରିବ ।

ପ୍ରକାଶ ଯେ, ଆସନ୍ତା 24 ଓ 25ରେ ଦୁଇ ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.