ETV Bharat / bharat

ଆତଙ୍କବାଦ ବିରୋଧରେ ଭାରତକୁ ମିଳିବ ଆମେରିକା ଓ ବ୍ରିଟେନର ସାଥ୍ - british

ଦକ୍ଷିଣ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ତିକ୍ତତାକୁ କମ କରିବାକୁ କରାଯାଇଥିବା ପ୍ରୟାସ ଉପରେ ମଧ୍ୟ ଏହି ଦୁଇ ନେତା ଚର୍ଚ୍ଚା କରିଥିଲେ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ
author img

By

Published : Mar 9, 2019, 2:48 PM IST

ୱାସିଂଟନ: ଭାରତକୁ ମିଳିବ ଆମେରିକା ଓ ବ୍ରିଟେନର ସାଥ୍ । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଭାରତକୁ ସହଯୋଗର ହାତ ବଢାଇଛନ୍ତିଉଭୟ ରାଷ୍ଟ୍ର । ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହେବାରେ ଲାଗିଛି । ଏପ୍ରସଙ୍ଗରେ ଆମେରିକୀୟ ବିଦେଶ ସଚିବ ମାଇକ ପାମ୍ପିଓ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ମାର୍କ ସେଡବିଲଙ୍କ ସହ ଆଲୋଚନା କରିଛନ୍ତି ।

ଦକ୍ଷିଣ ଏସିଆର ଦୁଇଟି ପ୍ରମୁଖ ରାଷ୍ଟ୍ରଙ୍କ ମଧ୍ୟରେ ତିକ୍ତତାକୁ କମ କରିବାକୁ କରାଯାଇଥିବା ପ୍ରୟାସ ଉପରେ ମଧ୍ୟ ଏହି ଦୁଇ ନେତା ଚର୍ଚ୍ଚା କରିଥିଲେ । ପାକିସ୍ତାନ ସରକାର ଆତବାଦୀଙ୍କୁ ଲୁଚିଛପି ସମର୍ଥନ କରୁଥିବା ଜାଣିବା ପରେ ପାକିସ୍ତାନକୁ କଡା ଜବାବ ଦେବାକୁ ଭାରତ ପକ୍ଷରୁ କରାଯାଇଥିବା ଅଭିଯାନରେ ଅନ୍ୟ ଦେଶର ମଧ୍ୟ ସମର୍ଥନ ମିଳିଛି ।

ତେବେ ଖାସ କଥା ହେଲା ଏହି ଦୁଇ ଜଣ ନେତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଗୋଟିଏ ଦିନ ପୂର୍ବରୁ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ନିଜର ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ସହ ଏପ୍ରସଙ୍ଗରେ ଫୋନଯୋଗେଁ ଆଲୋଚନା କରିଥିଲେ । ଏଥିରେ ସେ ଆତଙ୍କବାଦଙ୍କ ବିରୋଧରେ ଭାରତକୁ ସହଯୋଗ କରିବାକୁ ପ୍ରତିଶ୍ରୃତି ଦେବା ସହ ଗୁଇନ୍ଦା ବିଭାଗ ଦ୍ୱାରା ଆତଙ୍କବାଦୀଙ୍କ ସହ ବିଭିନ୍ନ ତଥ୍ୟ ଜଣାଇବା ନେଇ କଥାବାର୍ତ୍ତା ହୋଇଛି ।

RESTRICTIONS: SNTV clients only. Use on broadcast and digital channels, including social. Available worldwide excluding Italy, France, Germany, Belgium, Netherlands, Japan. No access Australia on any platform whatsoever, including websites accessible from Australia unless separately agreed with Tennis Australia's domestic broadcaster (currently Seven Network). If the relevant footage is taken from Seven Network, Applicant must not block or conceal Seven's watermark. MIDDLE EAST: No material may be broadcast, televised, transmitted, reported or otherwise used for any purpose whatsoever (including for news reporting) on the IRIB Network; Tunisia TV; Hannibal TV; Nessma TV; ENTV Network; ERTU Network; Nilesports or Modern Sports (within Iran, Tunisia, Algeria and Egypt). Scheduled news bulletins only. No use on any specialised sports news programs, sports magazine shows, sports review programs or the like. NEWS SERVICES: Up to three (3) minutes news access per day in regularly scheduled, non-sponsored TV broadcast sports news within 48 hours from end of each days play. The news item may be shown up to a maximum of three (3) times. New Zealand are limited to two (2) minutes of aggregate footage. No archive. ALL NEWS NETWORKS: Maximum use 90 seconds in any one regularly scheduled news programme, with a maximum of 6 transmissions per day. Use within 48 hours. No archive. North and Latin America Semi Finals and Final Embargo: Australian Open Material of the men's and/or women's semi-finals or final being utilized by the Applicant within North America and Latin America must be embargoed until the earlier of the conclusion of ESPN's initial television re-air of the applicable match and 5.00pm Eastern Standard Time in the USA from Thursday 26 January to Sunday 29 January (inclusive) or any other days Semi Finals and Finals are played. All Australian Open Material must include a courtesy on-air credit for ESPN, and if the relevant feed is taken from ESPN, must not block or conceal ESPN's watermark and must not use ESPN's on-air voices or talent. Notwithstanding the above, the 48 hour window shall be reduced in North and Latin America and this window only commences after the conclusion of ESPN's coverage on each day of the Australian Open (excluding late night highlights shows), and ends 48 hours after the conclusion of the applicable match. If using on digital or social channels, territorial restrictions must be adhered to by use of geo-blocking technologies. Max use 3 minutes. Use within 48 hours. No archive. All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Melbourne Park, Melbourne, Australia. 15th January 2019.
Novak Djokovic (Serbia) beat Mitchell Krueger (USA) 6-3, 6-2, 6-2
1. 00:00 Djokovic hits winning backhand in the second set
2. 00:11 Relay of backhand winner
3. 00:16 MATCH POINT: Djokovic serves out the match after Krueger sends forehand shot into the net
4. 00:24 Crowd applauding after the end of the match
5. 00:26 Players shaking hands at the net
SOURCE: Tennis Australia
DURATION: 00:30
STORYLINE:
Novak Djokovic opened his quest for a record seventh Australian Open title and his 15th Grand Slam singles championship with a 6-3, 6-2, 6-2 win over American qualifier Mitchell Krueger.
Djokovic opened the night program at Rod Laver Arena with a worry-free win, breaking his opponent in the fifth game of the third set to help ensure he'd finish the match in a tidy two hours and three minutes.
The No. 1-ranked Djokovic received the luck of the draw when both his major opponents, No. 2 Rafael Nadal and third-seeded and defending champion Roger Federer, were placed in the other side of draw.
That means Djokovic could not face either Nadal or Federer until the final on January 27th.
Djokovic's highest-ranked opponent in his half of the draw is No. 4 Alexander Zverev, who also won Tuesday.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.