ETV Bharat / bharat

ଖରାପ ପାଗ ପାଇଁ ଅମରନାଥ ଯାତ୍ରା ସ୍ଥଗିତ - ଭାରତୀୟ ପାଣିପାଗ ବିଭାଗ

ଖରାପ ପାଗ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଜାମ୍ମୁ କ୍ୟାମ୍ପରୁ ଶ୍ରଦ୍ଧାଳୁମାନଙ୍କ ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ଫାଇଲ ଫଟୋ
author img

By

Published : Jul 28, 2019, 3:44 PM IST

ଶ୍ରୀନଗର: ଖରାପ ପାଗ ପାଇଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଆଜି ଜମ୍ମୁ ବେସ କ୍ୟାମ୍ପରୁ ବାହାରିବାକୁ ଥିବା ଯାତ୍ରୀମାନଙ୍କୁ ଖରାପ ପାଗ ପାଇଁ ବାରଣ କରାଯାଇଛି ।

ଗତ 24ଘଣ୍ଟା ଧରି ଜାମ୍ମୁ ଓ କାଶ୍ମୀରର ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଜାରି ରହିଛି । ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ ଝଡବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ଗୁରୁବାର ସୁଦ୍ଧା ପ୍ରଥମ 25 ଦିନରେ 3 ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନେ ଅମରନାଥଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିସାରିଛନ୍ତି । ଏହି 46 ଦିନିଆ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ 15 ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.