ETV Bharat / bharat

ଆହ୍ଲାବାଦ ବିଶ୍ବବିଦ୍ୟାଳୟ ପ୍ରଫେସର ସମେତ 16 ବିଦେଶୀ ଜମାତ ସଦସ୍ୟ ଗିରଫ

କୋରୋନାର ଜମାତ ସହ କନେକସନ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ପ୍ରତ୍ୟେକ ଜିଲ୍ଲାରେ ଜମାତ ସଦସ୍ୟଙ୍କୁ ଖୋଜା ଚାଲିଛି ଏବଂ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

jamatis arrested
16 ବିଦେଶୀ ଜମାତ ସଦସ୍ୟ ଗିରଫ
author img

By

Published : Apr 21, 2020, 1:59 PM IST

ନୂଆଦିଲ୍ଲୀ: କୋରୋନାର ଜମାତ ସହ କନେକସନ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ପ୍ରତ୍ୟେକ ଜିଲ୍ଲାରେ ଜମାତ ସଦସ୍ୟଙ୍କୁ ଖୋଜା ଚାଲିଛି ଏବଂ ସେମାନଙ୍କୁ କ୍ବାରେଣ୍ଟାଇନ କରାଯାଉଛି । ଏହାସହ ଲୁଚିକି ଥିବା ଜମାତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ସେମାନଙ୍କୁ ଲୁଚାଇ ରଖିଥିବା ପ୍ରଫେସରଙ୍କୁ ପ୍ରୟାଗରାଜରେ ଗିରଫ କରାଯାଇଛି।

ଆହ୍ଲାବାଦ ବିଶ୍ବବିଦ୍ୟାଳୟର ପ୍ରଫେସର ଶାହିଦ ଏବଂ 16 ଜଣ ବିଦେଶୀ ଜମାତ ସଦସ୍ୟ ସମେତ ମୋଟ 30 ଜଣଙ୍କୁ ଗିରଫ କରାଯାଇଛି। ବିଦେଶୀ ଅଧିନିୟମ ଅନୁଯାୟୀ, ରୁଜୁ ହୋଇଥିବା ମାମଲାରେ ବିଦେଶୀଙ୍କୁ ଗିରଫ କରାଯାଇଥିବାବେଳେ ପ୍ରଫେସର ଶାହିଦଙ୍କୁ ଅଭିଯୋଗ ଅଧିନିୟମ ଜମାତୀ ସଦସ୍ୟଙ୍କୁ ଗୁପ୍ତରେ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରାଯାଇଛି।

ମଙ୍ଗଳବାର ଦିନ ଶାହାଗଞ୍ଜ ପୋଲିସ 7ଜଣ ବିଦେଶୀଙ୍କ ସମେତ 17 ଜଣଙ୍କୁ ଗିରଫ କରିଛି। ଏହା ବ୍ୟତୀତ କରୈଲି ପୋଲିସ 9 ଜଣ ବିଦେଶୀଙ୍କ ସମେତ 12 ଜଣଙ୍କୁ ଗିରଫ କରିଛି। ଏଥି ସହ ଶିବକୁଟୀ ପୋଲିସ ପ୍ରଫେସର ଶାହିଦଙ୍କୁ ଗିରଫ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ 30 ଜଣଙ୍କୁ ପ୍ରୟାଗରାଜ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.