ETV Bharat / bharat

କୋରୋନା ଜନିତ ମୃତ୍ୟୁରେ ମିଳିବ ଜୀବନ ବୀମା

author img

By

Published : Apr 6, 2020, 6:21 PM IST

କୋରୋନା (COVID-19) ଦ୍ବାରା ସଂଘଟିତ ମୃତ୍ୟୁ କ୍ଷେତ୍ରରେ କରାଯାଇଥିବା ଦାବିକୁ ସମସ୍ତ ଜୀବନ ବୀମା କମ୍ପାନୀ ଗ୍ରହଣ କରିବେ ବୋଲି ଏକ ବୀମା କମ୍ପାନୀ ନିଶ୍ଚିତ କରିଛି ।ସେହିପରି ରାଜ୍ୟ ଓ ରାଷ୍ଟ୍ରାୟାତ୍ତ ଖେଳାଳୀମାନଙ୍କ ପାଇଁ ମଧ୍ୟ ଏହି ନିୟମ ବଳବତ୍ତର ରହିବ ବୋଲି କମ୍ପାନୀ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

All life insurance companies to process COVID-19 death claims: Industry body
କୋରୋନା ଜନିତ ମୃତ୍ୟୁକୁ ସମସ୍ତ ଜୀବନ ବୀମା କମ୍ପାନୀ ଗ୍ରହଣ କରିବେ

ମୁମ୍ବାଇ: କୋରୋନା (COVID-19) ଦ୍ବାରା ସଂଗଠିତ ମୃତ୍ୟୁ କ୍ଷେତ୍ରରେ କରାଯାଇଥିବା ଦାବିକୁ ସମସ୍ତ ଜୀବନ ବୀମା କମ୍ପାନୀ ଗ୍ରହଣ କରିବେ ବୋଲି ଏକ ବୀମା କମ୍ପାନୀ ନିଶ୍ଚିତ କରିଛି । ସେହିପରି ସଂସ୍ଥା ଦ୍ବାରା କୋରୋନାରେ ହୋଇଥିବା ମୃତ୍ୟୁକୁ ଅପ୍ରତ୍ୟାଶିତ ମୃତ୍ୟୁ ଘଟଣାରେ ସାମିଲ କରାଯିବ ନାହିଁ । ସେହିପରି ରାଜ୍ୟ ଓ ରାଷ୍ଟ୍ରାୟାତ୍ତ ଖେଳାଳୀମାନଙ୍କ ପାଇଁ ମଧ୍ୟ ଏହି ନିୟମ ବଳବତ୍ତର ରହିବ । ଏନେଇ କମ୍ପାନୀ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

COVID-19 ମହାମାରୀ ଯୋଗୁଁ ଭାରତରେ ବର୍ତ୍ତମାନ ସୁଦ୍ଧା 100ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ 3000ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ବିଶ୍ବସ୍ତରୀୟ ମହାମାରୀ କୋରୋନାର ପ୍ରଭାବ ପ୍ରତ୍ୟେକଙ୍କ ଜୀବନବୀମା ଭଳି ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛି | ତେବେ ଲକଡାଉନ ସମୟରେ ନୀତିଧାରୀଙ୍କ ଦ୍ବାରା ହୋଇଥିବା ବ୍ୟାଘାତ ସର୍ବନିମ୍ନ ଅଟେ ବୋଲି ପରିଷଦର ସେକ୍ରେଟେରୀ ଜେନେରାଲ୍ ଏସ୍ ଏନ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଗ୍ରାହକମାନଙ୍କୁ କୌଣସି ଭୁଲ ତଥ୍ୟ ଉପସ୍ଥାପନ ନକରିବାକୁ ଅନୁରୋଧ କରିବା ସହ ଜୀବନ ବୀମା କମ୍ପାନୀଗୁଡ଼ିକ କଠିନ ସମୟରେ ସେମାନଙ୍କ ନିକଟରେ ଠିଆ ହେବ ବୋଲି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.