ETV Bharat / bharat

ପହଲୁ ଖାନ ଭିଡହିଂସା ମାମଲା: ସମସ୍ତ ଦୋଷୀ ନିର୍ଦ୍ଦୋଷରେ ଖଲାସ

ପହଲୁ ଖାନ ହତ୍ୟା ମାମଲାରେ ସମସ୍ତ 6 ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ଅଲବର ଜିଲ୍ଲା କୋର୍ଟ । ପ୍ରମାଣ ଅଭାବରୁ ଅତିରିକ୍ତ ଜିଲ୍ଲା ଜଜ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 14, 2019, 8:18 PM IST

ଜୟପୁର: ରାଜସ୍ଥାନ ଅଲବରର ବହୁଚର୍ଚ୍ଚିତ ପହଲୁ ଖାନ ହତ୍ୟା ମାମଲାରେ ସମସ୍ତ 6 ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଅଲବର ଜିଲ୍ଲା କୋର୍ଟ । ପ୍ରମାଣ ଅଭାବ ଯୋଗୁଁ ଅତିରିକ୍ତ ଜିଲ୍ଲା ଜଜ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

2017 ଏପ୍ରିଲ 1 ତାରିଖରେ ଗୋମାଂସ ଚାଲାଣ ଅଭିଯୋଗରେ ପହଲୁ ଖାନ ବେହରୋରଠାରେ ଭିଡହିଂସାର ଶିକାର ହୋଇଥିଲେ । ଆକ୍ରମଣର 2 ଦିନ ପରେ ପହଲୁ ଖାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ପ୍ରଥମେ 6 ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତ ସମୟରେ କ୍ଲିନ ଚିଟ୍‌ ମିଳିଥିଲା । ଏହାପରେ ମାମଲାରେ ଅନ୍ୟ 9 ଜଣଙ୍କୁ ଗିରଫ କରାଯାଇଥିଲା । ସେଥିମଧ୍ୟରୁ 3 ଜଣ ନାବାଳକ ଥିବାରୁ ସେମାନଙ୍କ ମାମଲା ଜୁଭେନାଇଲ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ମାମଲାରେ ଅନ୍ୟ 6 ଜଣଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.