ETV Bharat / bharat

ଉହାନ ଫେରନ୍ତା 112ଜଣ ଏବେ କୋରୋନା ମୁକ୍ତ - କୋରୋନା ନେଗେଟିଭ

ଉହାନ ଫେରାନ୍ତା 112 ଜଣ ଏବେ କୋରୋନା ମୁକ୍ତ । ଗତ 14 ଦିନ ଧରି ଆଇଟିବିପିରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । ଅଧିକ ପଢନ୍ତୁ...

COVID-19
ଉହାନ ଫେରାନ୍ତା 112ଜଣ ଏବେ କୋରୋନା ମୁକ୍ତ
author img

By

Published : Mar 13, 2020, 11:18 AM IST

ନୂଆଦିଲ୍ଲୀ: ଚୀନର ଉହାନରୁ ଆସିଥିବା 112ଜଣ ଏବେ କୋରୋନା ମୁକ୍ତ । କୋରୋନା ସନ୍ଦିଗ୍ଧ ଭାବେ ସେମାନଙ୍କୁ ଗତ 14 ଦିନ ଧରି ଇଣ୍ଡୋ-ତାଇବାନ ତୀବ୍ଦତୀୟ(ଆଇଟିବିପି) ଛାୱାଲାରେ ରଖାଯାଇଥିଲା । ସେମାନଙ୍କ ରକ୍ତ ନମୁନା ନେଗେଟିଭ ଆସିଛି । ଆଇବିପି ଅଫିସରଙ୍କ ଅନୁସାରେ, ଉହାନ ଫେରନ୍ତାଙ୍କ ସମେତ 36 ଜଣ ବିଦେଶୀ କ୍ବାରେଣ୍ଟାଇନ ରଖାଯିବା ପରେ କୋରୋନା ନେଗେଟିଭ ମିଳିଛି ।

ଏହା ସହ ସେ କହିଛନ୍ତି, ଆଜି କ୍ବାରେଣ୍ଟାଇନରେ ରହିବାର 16ଦିନ । ତେଣୁ ଅପରାହ୍ନ 11 ସୁଦ୍ଧା କ୍ୟାମ୍ପ ଛାଡିବେ । ସୂଚନାଯୋଗ୍ୟ,ଗତକାଲି ଭାରତରେ କୋରୋନା ପ୍ରଥମ ମୁଣ୍ଡ ନେଇଛି । କର୍ଣ୍ଣାଟକର କାଲବୁର୍ଗି ଅଞ୍ଚଳର ଜଣେ 76 ବର୍ଷୀୟା ବୃ୍ଦ୍ଧ ଏହି ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ତେବେ ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 76ରେ ପହଞ୍ଚିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.