ETV Bharat / bharat

ସାଧାରଣତନ୍ତ୍ର ଦିବସରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର

author img

By

Published : Jan 26, 2020, 3:44 PM IST

ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁର ଠାରୁ ପଲ୍ଲୀ ସବୁଠି ଦେଶର ମହାନ ପର୍ବ ସାଧାରଣତନ୍ତ୍ର ଦିବସ ଆଡମ୍ବର ଓ ଶାନ୍ତିଶୃଙ୍ଖଳାରେ ପାଳନ ହୋଇଛି । ମାତ୍ର ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଘଟିଛି ଅଶୋଭନୀୟ ଓ ଅଭାବନୀୟ ଘଟଣା । ଭାଇସ ଚାନସେଲର ତାରିକ ମନସୁର ପତାକା ଉତ୍ତୋଳନ କରିବା ସମୟରେ ଶୁଭିଥିଲା ଗୋ ବ୍ୟାକ ନାରା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ଲକ୍ଷ୍ନୌ: ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁର ଠାରୁ ପଲ୍ଲୀ ସବୁଠି ଦେଶର ମହାନ ପର୍ବ ସାଧାରଣତନ୍ତ୍ର ଦିବସ ଆଡମ୍ବର ଓ ଶାନ୍ତିଶୃଙ୍ଖଳାରେ ପାଳନ ହୋଇଛି । ମାତ୍ର ଆଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଘଟିଛି ଅଶୋଭନୀୟ ଓ ଅଭାବନୀୟ ଘଟଣା । ବିଶ୍ବବିଦ୍ୟାଳୟର ଭାଇସ ଚାନସେଲର ତାରିକ ମନସୁର ପତାକା ଉତ୍ତୋଳନ କରିବା ସମୟରେ ଷ୍ଟ୍ରେଚି ହଲ୍‌ ଆସିଥିଲେ । ହଲ୍‌ରେ ସେ ତାଙ୍କ ଅଭିଭାଷଣ ଆରମ୍ଭ କରିବା ସମୟରେ ପଛରେ ଛିଡା ହୋଇଥିବା କିଛି ଯୁବକ ଗୋ ବ୍ୟାକ୍‌ ନାରା ଦେଇଥିଲେ ।

ସାଧାରଣତନ୍ତ୍ର ଦିବସରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର

ପତାକା ଉତ୍ତୋଳନ ସମୟରେ କିଛି ଯୁବକ ଗୋ ବ୍ୟାକ୍‌ ନାରା ଦେଇଥିଲେ । ପରେ ଏଏମୟୁ ସୁରକ୍ଷାକର୍ମୀ ସମ୍ପୃକ୍ତ ଛାତ୍ରଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ସମୟରେ କିଛି ସମୟ ପାଇଁ ଘଟଣାସ୍ଥଳରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ।

ପତାକା ଉତ୍ତୋଳନ ସମୟରେ ହଙ୍ଗାମା କରୁଥିବା ଛାତ୍ରଙ୍କୁ ସୁରକ୍ଷା କର୍ମୀଙ୍କ ମାଡମାରିଥିବା ସୂଚନା ରହିଛି । ଛାତ୍ର ମାନେ କୁଳପତିଙ୍କୁ କଳା ପତାକା ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିଥିଲେ । ପରେ ସେମାନଙ୍କ ପତାକାକୁ ସୁରକ୍ଷା କର୍ମୀ ଛଡାଇଆଣିଥିଲେ । ହଙ୍ଗାମା କରିଥିବା 4 ଛାତ୍ରଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି ।

Intro:अलीगढ़: अलीगढ़ मुस्लिम विश्वविद्यालय में आज 26 जनवरी के उपलक्ष में वाइस चांसलर तारीक मनसूर झंडारोहण के लिए स्ट्रेची हाल आए थे. जैसे ही उन्होंने अपना स्पीच शुरू किया. वहां पीछे खड़े कुछ लड़कों ने वीसी गो बैक के नारे लगाने शुरू कर दिए . जिसके बाद एएमयू के सुरक्षाकर्मी उनको पकड़ने के लिए दौड़े. छात्र भी वहां से दौड़ लगा दिए. इस प्रोग्राम में अफरातफरी का माहौल पैदा हो गया .जब इस मामले पर वीसी से बात की गई तो उन्होंने सिर्फ 26 जनवरी की बधाइयां देते बाकी कुछ भी बोलने से इंकार कर दिया
Body:हंगामा करने वाले छात्रों के साथ सुरक्षा कर्मियों ने मारपीट की. छात्रों ने कुलपति को काले झंडे दिखाने की कोशिश की. इस दौरान उनसे झंडे छिन लिए गए. हंगामा करने वाले 4 छात्रों को प्रॉक्टर आफिस लाया गया. जहा से उन्हें पुलिस थाने भेज दिया. वही छात्रों को मालूम चला .तो प्रॉक्टर आफिस का घेराव किया है.

Conclusion:हालांकि कुलपति तारिक़ मंसूर ने 75 वे रिपब्लिक डे की बधाई दी. और हंगामा होने पर निकल गए. 15 दिसम्बर की घटना को लेकर छात्रों में नाराजगी है. और कुलपति से इस्तीफे की मांग कर रहे है.

बाईट- तारीक मनसूर ,वीसी एएमयू

आलोक सिंह,अलीगढ़
9837830535
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.