ETV Bharat / bharat

କୋରୋନା ଭୟ: ନୋଏଡାରେ ବନ୍ଦ ହେଲା ସ୍କୁଲ

author img

By

Published : Mar 3, 2020, 1:00 PM IST

ଭାରତରେ କୋରୋନା ଭାଇରସ ସମ୍ପର୍କିତ 2ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ଡରରେ ନୋଏଡା ସେକ୍ଟର 135ରେ ଥିବା ଏକ ସ୍କୁଲକୁ ବନ୍ଦ କରିଦିଆଯାଇଛି । ଅଧିକ ପଢନ୍ତୁ...

Alert in noida over Corona virus
ନୋଏଡାରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସମ୍ପର୍କିତ 2ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ଡରରେ ନୋଏଡା ସେକ୍ଟର 135ରେ ଥିବା ଏକ ସ୍କୁଲକୁ ବନ୍ଦ କରିଦିଆଯାଇଛି । ସେଠାରେ ଥିବା ଶ୍ରୀରାମ ସ୍କୁଲକୁ ଭାଇରସ ଡରରେ ବନ୍ଦ କରିଦିଆଯାଇଛି ।

ନୋଏଡାରେ ବନ୍ଦ ହେଲା ସ୍କୁଲ

ପ୍ରକାଶଥାଉକି, କୋରୋନା ଭାଇରସ ପୀଡିତ ଜଣେ ବ୍ୟକ୍ତି ଜନ୍ମଦିନ ଭୋଜି ଦେଇଥିଲେ । ଏଥିରେ ସ୍କୁଲର କିଛି ଛାତ୍ରଛାତ୍ରୀ ମଧ୍ୟ ସାମିଲ ଥିଲେ । ତେବେ ସ୍କୁଲ ଛୁଟି ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ନେଇଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଚିକିତ୍ସା ଅଧିକାରୀ ଡ଼ଃ ଅନୁରାଗ ଭାର୍ଗବ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.