ETV Bharat / bharat

ଯାତ୍ରୀଙ୍କଠାରୁ 30.55 ଲକ୍ଷର ସୁନା ଜବତ, ତଦନ୍ତ ଜାରି

author img

By

Published : Aug 20, 2020, 11:53 AM IST

ବୁଧବାର ରାତିରେ ଶାରଜା ଠାରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ 30.55 ଲକ୍ଷ ଟଙ୍କା ମୂଲ୍ୟର 657 ଗ୍ରାମ ସୁନା ଜବତ କରାଯାଇଛି । ଏନେଇ ଯାତ୍ରୀଙ୍କୁ ଗିରଫ କରାଯାଇଥିବା କୋଚି କମିଶନର୍ ଅଫ୍ କଷ୍ଟମ୍ସ କହିଛନ୍ତି। ଅଧିକ ପଢନ୍ତୁ...

ଯାତ୍ରୀଠୁ 657 ଗ୍ରାମ ସୁନା ଜବତ କଲା ଏଆଇୟୁ, ଯାହାର ଆନୁମାନିକ ମୁଲ୍ୟ  30.55 ଲକ୍ଷ

ଥିରୁଅନନ୍ତପୁରମ: ଯାତ୍ରୀଙ୍କ ଠାରୁ 657 ଗ୍ରାମ ସୁନା ଜବତ କଲା କନ୍ନୁର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU)। ବୁଧବାର ରାତିରେ ଶାରଜା ଠାରୁ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ 30.55 ଲକ୍ଷ ଟଙ୍କା ମୂଲ୍ୟର 657 ଗ୍ରାମ ସୁନା ଜବତ କରାଯାଇଛି । ତେବେ କୋଚି କମିଶନର୍ ଅଫ୍ କଷ୍ଟମ୍ସଙ୍କ କହିବାନୁସାରେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏବଂ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

ଏହା ପୂର୍ବରୁ କୋଝିକୋଡରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ ଦ୍ୱାରା ଦୁବାଇରୁ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ 275 ଗ୍ରାମ ଓଜନର ସୁନା ଜବତ କରାଯାଇଥିଲା। ଏହି ସୁନାର ମୂଲ୍ୟ ପ୍ରାୟ 11 ଲକ୍ଷ ଟଙ୍କା ବୋଲି କୁହାଯାଉଛି । ସୁନା ସହିତ 1 ଲକ୍ଷ ଟଙ୍କାର 1 କେ.ଜି ଜାଫର ଏବଂ 20,000 ଟଙ୍କା ମୂଲ୍ୟର 5000 ସିଗାରେଟ ମଧ୍ୟ ଏଆଇୟୁ ଦ୍ୱାରା ଜବତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.