ନୂଆଦିଲ୍ଲୀ: ଚଳିତ 71 ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ 3 ସେନା ଅଂଶଗ୍ରହଣ କରିବା କ୍ଷେତ୍ରରେ ଭାରତୀୟ ବାୟୁସେନା(ଆଇଏଏଫ୍) ଏବଂ ଅର୍ଦ୍ଧ ସାମରିକ ବଳ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବାୟୁସେନା ଦଳ ପରେଡରେ ଫ୍ଲାଇଟ ଲେଫ୍ଟନାଣ୍ଟ ଶ୍ରୀକାନ୍ତ ଶର୍ମା ନେତୃତ୍ବ ନେଇଥିଲେ । ସେହିଭଳି ଡେପ୍ୟୁଟି କମାଣ୍ଡାଣ୍ଟ ପ୍ରଭସିମରନ ସିଂହଙ୍କ ନେତୃତ୍ବରେ ସିଆଇଏସଏଫର ଦଳ ପରେଡ କରିଥିଲା । ଏଥିରେ ପାରା ମିଲିଟାରୀ ଫୋର୍ସର 16ଟି ଦଳ ଅଂଶ ଗ୍ରହଣ କରିଥଲା । ଦିଲ୍ଲୀ ପୋଲିସ, ଏନସିସି,ଏନଏସଏସ ଓ ସମେତ ଅନ୍ୟ 13ଟି ସେନା ବ୍ୟାଣ୍ଡ ଅଂଶଗ୍ରହଣ କରିଥଲେ।
ସାଧାରଣତନ୍ତ୍ର ଦିବସ ପରେଡ:ବାୟୁସେନା ଓ ସିଆଇଏସଏଫକୁ ପ୍ରଥମ ସ୍ଥାନ - indian airforce
ଚଳିତ 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ ଭାରତୀୟ ବାୟୁ ସେନା ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ନୂଆଦିଲ୍ଲୀ: ଚଳିତ 71 ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ 3 ସେନା ଅଂଶଗ୍ରହଣ କରିବା କ୍ଷେତ୍ରରେ ଭାରତୀୟ ବାୟୁସେନା(ଆଇଏଏଫ୍) ଏବଂ ଅର୍ଦ୍ଧ ସାମରିକ ବଳ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବାୟୁସେନା ଦଳ ପରେଡରେ ଫ୍ଲାଇଟ ଲେଫ୍ଟନାଣ୍ଟ ଶ୍ରୀକାନ୍ତ ଶର୍ମା ନେତୃତ୍ବ ନେଇଥିଲେ । ସେହିଭଳି ଡେପ୍ୟୁଟି କମାଣ୍ଡାଣ୍ଟ ପ୍ରଭସିମରନ ସିଂହଙ୍କ ନେତୃତ୍ବରେ ସିଆଇଏସଏଫର ଦଳ ପରେଡ କରିଥିଲା । ଏଥିରେ ପାରା ମିଲିଟାରୀ ଫୋର୍ସର 16ଟି ଦଳ ଅଂଶ ଗ୍ରହଣ କରିଥଲା । ଦିଲ୍ଲୀ ପୋଲିସ, ଏନସିସି,ଏନଏସଏସ ଓ ସମେତ ଅନ୍ୟ 13ଟି ସେନା ବ୍ୟାଣ୍ଡ ଅଂଶଗ୍ରହଣ କରିଥଲେ।
BLANK FOR LINK
Conclusion: