ETV Bharat / bharat

ସାଧାରଣତନ୍ତ୍ର ଦିବସ ପରେଡ:ବାୟୁସେନା ଓ ସିଆଇଏସଏଫକୁ ପ୍ରଥମ ସ୍ଥାନ

author img

By

Published : Jan 28, 2020, 9:47 AM IST

ଚଳିତ 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ ଭାରତୀୟ ବାୟୁ ସେନା ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

airforce-and-cisf-got-first-position-in-71-republic-day-parade
ସାଧାରଣତନ୍ତ୍ର ଦିବସର ପେରେଡରେ ବୟୁସେନା ଓ ସିଆଇଏସଏଫକୁ ମିଳିଲା ପ୍ରଥମ ସ୍ଥାନ

ନୂଆଦିଲ୍ଲୀ: ଚଳିତ 71 ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ 3 ସେନା ଅଂଶଗ୍ରହଣ କରିବା କ୍ଷେତ୍ରରେ ଭାରତୀୟ ବାୟୁସେନା(ଆଇଏଏଫ୍) ଏବଂ ଅର୍ଦ୍ଧ ସାମରିକ ବଳ କ୍ଷେତ୍ରରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏଫ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବାୟୁସେନା ଦଳ ପରେଡରେ ଫ୍ଲାଇଟ ଲେଫ୍ଟନାଣ୍ଟ ଶ୍ରୀକାନ୍ତ ଶର୍ମା ନେତୃତ୍ବ ନେଇଥିଲେ । ସେହିଭଳି ଡେପ୍ୟୁଟି କମାଣ୍ଡାଣ୍ଟ ପ୍ରଭସିମରନ ସିଂହଙ୍କ ନେତୃତ୍ବରେ ସିଆଇଏସଏଫର ଦଳ ପରେଡ କରିଥିଲା । ଏଥିରେ ପାରା ମିଲିଟାରୀ ଫୋର୍ସର 16ଟି ଦଳ ଅଂଶ ଗ୍ରହଣ କରିଥଲା । ଦିଲ୍ଲୀ ପୋଲିସ, ଏନସିସି,ଏନଏସଏସ ଓ ସମେତ ଅନ୍ୟ 13ଟି ସେନା ବ୍ୟାଣ୍ଡ ଅଂଶଗ୍ରହଣ କରିଥଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.