ETV Bharat / bharat

ବିଷମ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସମସ୍ୟାରେ ଲୋକେ

author img

By

Published : Nov 21, 2020, 2:32 PM IST

ଦିଲ୍ଲୀରେ ହୁହୁ ହୋଇ ବଢୁଛି ପ୍ରଦୂଷଣ । ଟ୍ରାଫିକ, ଶ୍ବାସକ୍ରିୟା ଓ ଆଖି ପୋଡିବା ଭଳି ଅସୁବିଧା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ...

ବିଷମ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସମସ୍ୟାରେ ଲୋକେ
ବିଷମ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସମସ୍ୟାରେ ଲୋକେ

ନୂଆଦିଲ୍ଲୀ: କମିବାର ନାଁ ଧରୁନି ଦିଲ୍ଲୀ ପ୍ରଦୂଷଣ । ଦିନକୁ ଦିନ ଏହା ଆହୁରି ବୃଦ୍ଧି ପାଉଛି । ଫଳରେ ଜୀବନ ଜିଇଁବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ଆଖି ପୋଡିବା ସହ ଶ୍ବାସକ୍ରିୟାରେ ଭୋଗୁଛନ୍ତି ସମସ୍ୟା ।

ତେବେ ଶନିବାର ସକାଳେ ଏୟାର କ୍ବାଲିଟି ଇଣ୍ଡେକ୍ସ(AQI) ଓ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (SAFAR)ରେ ବାୟୂ ଗୁଣବତ୍ତା 275 ରହିଛି । ଯାହା ଅତି ଖରାପ ଶ୍ରେଣୀ ବୋଲି ସୂଚନା ଦେଇଛି ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(CPCB) ।

ତେବେ ଖାଲି ଦିଲ୍ଲୀ ନୁହଁ ଏହାର ଆଖପାଖ ଅଞ୍ଚଳର ବାୟୁ ମଧ୍ୟ ବେଶ ପ୍ରଦୂଷିତ ରହିଛି । ଫଳରେ ଟ୍ରାଫିକ ସମସ୍ୟା ବହୁ ମାତ୍ରାରେ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.