ETV Bharat / bharat

ବିଳମ୍ବରେ ଉଡିବ ଏୟାର ଇଣ୍ଡିଆର 137 ବିମାନ - ଏୟାର ଇଣ୍ଡିଆ

ଶନିବାର ସକାଳେ 5ଘଣ୍ଟା ଧରି ପାସେଞ୍ଜର ସର୍ଭିସ ସିଷ୍ଟମ ସଫ୍ଟୱେର(PSS) ଡାଉନ ରହିବା କାରଣରୁ ଗତକାଲି ମଧ୍ୟ ବିମାନ ଚଳାଚଳରେ 197 ମିନିଟ ବିଳମ୍ବ ହୋଇଥିଲା ।

ଫାଇଲ ଫଟୋ
author img

By

Published : Apr 28, 2019, 2:29 PM IST

ନୂଆଦିଲ୍ଲୀ: ଆଜି ବିଳମ୍ବରେ ଉଡିବ ଏୟାର ଇଣ୍ଡିଆ ବିମାନର 137ଟି ବିମାନ । ବିମାନ କମ୍ପାନୀର ସଫ୍ଟୱେର ଡାଉନ ଟାଇମ କାରଣରୁ ଏଭଳି ସମସ୍ୟା ଦେଖାଯାଇଛି । ଏହି କାରଣରୁ ଆଜି ମଧ୍ୟ ଅନେକ ଯାତ୍ରୀଙ୍କ ଯାତ୍ରା ବିଳମ୍ବ ହେବା ନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଶନିବାର ସକାଳେ 5ଘଣ୍ଟା ଧରି ପାସେଞ୍ଜର ସର୍ଭିସ ସିଷ୍ଟମ ସଫ୍ଟୱେର(PSS) ଡାଉନ ରହିବା କାରଣରୁ ଗତକାଲି ମଧ୍ୟ ବିମାନ ଚଳାଚଳରେ 197 ମିନିଟ ବିଳମ୍ବ ହୋଇଥିଲା । ଯାହାର ପ୍ରଭାବରେ ଆଜି ମଧ୍ୟ ଏୟାର ଇଣ୍ଡିଆର 137 ବିମାନ 197 ମିନିଟ ବିଳମ୍ବରେ ଉଡାଣ ଭରିବ ବୋଲି ସୂଚନା ମିଳିଛି ।

ପ୍ରତିଦିନ ଏୟାର ଇଣ୍ଡିଆ ଗ୍ରୁପର 674ଟି ବିମାନ ଉଡାଣ ଭରୁଥିବାବେଳେ ହଜାର ହଜାର ଯାତ୍ରୀ ବିମାନରେ ଯାତ୍ରା କରନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.