ETV Bharat / bharat

ଅଯୋଧ୍ୟା ମାମଲାରେ ପ୍ରତିକ୍ରିୟା ରଖିଲେ ଓୱେସୀ - i dont know what decision will come over ayodhya case

ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଶେଷ ହୋଇଛି ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି। ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଏ ପ୍ରସଙ୍ଗରେ ବିଭିନ୍ନ ଦଳର ରାଜନେତା ନିଜର ମତାମତ ରଖୁଛନ୍ତି। ଏହି କ୍ରମରେ ହାଇଦ୍ରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲର(ଏଆଇଏମଆଇଏମ) ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ।

ଫାଇଲ ଫଟୋ
author img

By

Published : Oct 18, 2019, 2:12 PM IST

ନୂଆଦିଲ୍ଲୀ: ବୁଧବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଶେଷ ହୋଇଛି ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି। ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଏ ପ୍ରସଙ୍ଗରେ ବିଭିନ୍ନ ଦଳର ରାଜନେତା ନିଜର ମତାମତ ରଖୁଛନ୍ତି।

ଏହି କ୍ରମରେ ହାଇଦ୍ରାବାଦ ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲର(ଏଆଇଏମଆଇଏମ) ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ। ଏକ ଜନସଭାକୁ ସମ୍ବୋଧନ କରିବାକୁ ଯାଇ ଅଯୋଧ୍ୟା ମାମଲାରେ ସେ କହିଛନ୍ତି ଯେ, ମୋତେ ଜଣାନାହିଁ ଏ ବିବାଦ ଉପରେ କ’ଣ ନିଷ୍ପତ୍ତି ହେବ। ହେଲେ ମୁଁ ଏହା ଚାହୁଁଛି ଯେ ନିଷ୍ପତ୍ତି ଏପରି ହେଉ ଯାହା ଦ୍ବାରା ଆଇନ ବ୍ୟବସ୍ଥା ମଜଭୂତ ହେବ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.