ETV Bharat / bharat

'ମା' ଙ୍କ ଭଏସ ମେସେଜ ଯୋଗାଉଛି ଶକ୍ତ' - delhi aiims doctor amandeep

କୋଭିଡ-19 ୱାର୍ଡରେ ଡାକ୍ତର ପୁଅ । ଘର ପରିବାର ଛାଡି କରୁଛନ୍ତି ରୋଗୀ ସେବା । ଅଧିକ ପଢନ୍ତୁ...

Aiims doctor amandeep shared his story
କୋଭିଡ-19 ୱାର୍ଡରେ ଡାକ୍ତର ପୁଅ
author img

By

Published : Apr 7, 2020, 6:49 AM IST

ନୂଆଦିଲ୍ଲୀ: ଦେଶରେ ଆତଙ୍କ ସୃଷ୍ଚି କରିଥିବା ମହାମାରୀ କୋରୋନା ସହ ଅତି ପାଖରୁ ଲଢୁଛନ୍ତି ଡାକ୍ତର । ନିଜ ପରିବାର ଛାଡି ରାତିଦିନ ଏକ କରି ଏହି ରୋଗୀଙ୍କ ସେବା କରୁଛନ୍ତି ଏମାନେ । ତେବେ ଦିଲ୍ଲୀ ଏମ୍ସ ଡାକ୍ତର ଅମନଦୀପ ମଧ୍ୟ ନିଜ କର୍ତ୍ତବ୍ୟ ବିଷୟରେ ବଖାଣିଛନ୍ତି, ମାଆ ସବୁବେଳେ ମୋତେ ରୋଗୀ ସେବା କରିବା ପାଇଁ ପ୍ରେରିତ କରିଥାନ୍ତି ।

ଏହି ସମୟରେ ଘରକୁ ଯିବା ସମ୍ଭବ ହେଉନଥିବାରୁ ସେ ଭଏସ ନୋଟ ମାଧ୍ୟମରେ ମୋର ଭଲମନ୍ଦ ପଚାରି ବୁଝନ୍ତି। ଏହାସହ ସେବା କରିବା ପାଇଁ ସର୍ବଦା ପ୍ରେରଣା ଯୋଗାଉଥାନ୍ତି । ମାଆଙ୍କର ଏହି କଥା ମୋତେ ଭାବବିହ୍ବଳ କରିପକାଏ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦିଲ୍ଲୀ ଏମ୍ସର କୋଭିଡ-19 ୱାର୍ଡରେ ସେ କାର୍ଯ୍ୟରତ । ଏହି ଭୂତାଣୁ ଯେତେ ଶୀଘ୍ର ଦେଶରୁ ହଟାଯାଇ ପାରିବ ଏନେଇ ସେ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ।

ଲୋକଙ୍କୁ ଘରେ ସୁରକ୍ଷିତ ଏବଂ ସୁସ୍ଥ ରହିବା ପାଇଁ । କାରଣ ସେମାନଙ୍କ ସୁସ୍ଥ ଜୀବନ ପାଇଁ ଆମେ ମାନେ କର୍ମ କରିଚାଲିଛୁ । କୋରୋନା ମୁକାବିଲା ପାଇଁ ଯାହା ବି ସହଯୋଗର ଆବଶ୍ୟକତା ରହିଛି , ସେସବୁ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.