ETV Bharat / bharat

ସ୍ବଚ୍ଛତାରେ ଦିଲ୍ଲୀ ଏମ୍ସ ଟପ୍‌ରେ, ମିଳିଲା ୩ କୋଟିର ପୁରସ୍କାର

author img

By

Published : Oct 11, 2019, 11:34 PM IST

ସ୍ବଚ୍ଛତା ମାମଲାରେ ଦିଲ୍ଲୀ ‘ଏମ୍ସ’ ପୁରସ୍କୃତ ହୋଇଛି । ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଦିଲ୍ଲୀ ଏମ୍ସ୍‌କୁ ପ୍ରଥମ ସ୍ଥାନ ଅଧିକୃତ କରିବା ଫଳରେ  ୩ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ନୂଆଦିଲ୍ଲୀ: ‘ସ୍ବଚ୍ଛ ଭାରତ ଅଭିଯାନ’ରେ ସ୍ବଚ୍ଛତା ମାମଲାରେ ଦିଲ୍ଲୀ ‘ଏମ୍ସ’ ପୁରସ୍କୃତ ହୋଇଛି । ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଦିଲ୍ଲୀ ଏମ୍ସ୍‌କୁ ପ୍ରଥମ ସ୍ଥାନ ଅଧିକୃତ କରିବା ଫଳରେ ୩ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଦ୍ବିତୀୟ ସ୍ଥାନରେ ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ(ଜେଆଇପିଏମ୍‌ଇଆର୍‌), ପୁଡୁଚେରୀ ରହିଛି । ପୁରସ୍କାର ସ୍ବରୁପ 1.5 କୋଟି ପୁରସ୍କାର ମିଳିଛି ।

ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ), ନୂଆଦିଲ୍ଲୀ ସାରା ଦେଶରେ ସ୍ବଚ୍ଛତା ମାମଲାରେ ଅନ୍ୟ ସମସ୍ତଙ୍କ ଠାରୁ ଉନ୍ନତ ପ୍ରଦର୍ଶନ କରିଛି । ସ୍ବଚ୍ଛ ଭାରତ ଅଭିଯାନ ଦିଗରେ ସମ୍ପୂର୍ଣ୍ଣ ଏକାଗ୍ରତାର ସହ କାମ କରିଛି ଏମ୍ସ୍‌ । ସ୍ବଚ୍ଛତା ବଜାୟ ରଖିଥିବାରୁ ଏମ୍ସକୁ ଏହି ପୁରସ୍କାର ମିଳିଛି। 'କାୟାକଳ୍ପ ଆଓ୍ବାର୍ଡସ୍‌ ସ୍କିମ' ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.