ETV Bharat / bharat

5100 କଳସରେ ସଜେଇ ହେଉଛି ଅଯୋଧ୍ୟା - 5100 କଳସ

ଅଗଷ୍ଟ 5ରେ ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ । ଯେଉଁଥିରେ ସଂସ୍କାର ଭାରତୀ ଅଯୋଧ୍ଯା ଫେଷ୍ଟିଭାଲ ଦ୍ବାରା 5100 କଳସ ତିଆରି କରାଯାଉଛି । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ ମାର୍ଗରେ ରଖାଯିବ ।

ram bhumi poojan
5100 କଳସରେ ସଜେଇ ହେଉଛି ଅଯୋଧ୍ୟା
author img

By

Published : Aug 3, 2020, 2:14 PM IST

ନୂଆଦିଲ୍ଲୀ: ଅଗଷ୍ଟ 5ରେ ଅଯୋଧ୍ଯା ରାମ ମନ୍ଦିର ଭୂମି ପୂଜନ । ଯେଉଁଥିରେ ସଂସ୍କାର ଭାରତୀ ଅଯୋଧ୍ଯା ଫେଷ୍ଟିଭାଲ ଦ୍ବାରା 5100 କଳସ ତିଆରି କରାଯାଉଛି । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାତ୍ରା ଆରମ୍ଭ ମାର୍ଗରେ ରଖାଯିବ ।

ବର୍ତ୍ତମାନ କଳସ ତିଆରି ସରି ସାଜସଜ୍ଜା ଚାଲିଛି । ଏହି କଳସ ଗୁଡିକୁ ସରସ୍ୱତୀ ଶିଶୁ ମନ୍ଦିର, ରଣୋପାଲି, ଅଯୋଧ୍ୟା ପରିସରରେ ତିଆରି କରାଯାଇଛି । ଆଉ ମାତ୍ର ଗୋଟିଏ ଦିନପରେ ଭୂମି ପୂଜନ ଥିବାବେଳେ ସମସ୍ତେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସମସ୍ତେ ଭୁମି ପୂଜନ ଅବସରରେ ଅଯୋଧ୍ୟାକୁ ଦୀପାବଳି ପରି ସଜାଉଛନ୍ତି ।

ତେବେ 5100 କଳସକୁ ମହାବିଦ୍ୟାଳୟରୁ ରାସ୍ତାରୁ ରାମ ଜନ୍ମଭୂମି ପର୍ଯ୍ୟନ୍ତ ରଖାଯିବ । ଏଥିସହ କଳସ ମଧ୍ୟରେ ଦୀପ ରଖାଯିବ । ହରିଶ ଚନ୍ଦ୍ର ଶ୍ରୀବାସ୍ତବ ଏହି କଳସ ତିଆରି କରିଛନ୍ତି। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ, ଆର୍ଟ ୱାର୍କ ଏବଂ ଚିତ୍ରକଳା ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.