ETV Bharat / bharat

କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ

ଶନିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଏହି ଅଧ୍ୟାଦେଶ ଚାଷୀଙ୍କ ହୀତରେ ଏବଂ ଏହା ଦ୍ବାରା ସେମାନଙ୍କର ଆୟ ଦ୍ବିଗୁଣିତ ହେବ । ଅଧିକ ପଢନ୍ତୁ...

author img

By

Published : Sep 18, 2020, 10:45 PM IST

କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ
କୃଷି ଅଧ୍ୟାଦେଶ ବିବାଦ: ସତ୍ୟର ସାଥ ଦେବାକୁ ତୋମରଙ୍କ ପରାମର୍ଶ

ନୂଆଦିଲ୍ଲୀ: କୃଷି ସମ୍ପର୍କିତ ବିଲକୁ ନେଇ ଜାରି ରହିଛି ବିବାଦ । କଂଗ୍ରେସ ସମେତ ଅନେକ ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି । ଏପରି କି ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳ ମଧ୍ୟ କୃଷି ଅଧ୍ୟାଦେଶକୁ ନେଇ ସମ୍ପର୍କରେ ପାଚେରୀ ଛିଡା କରିଦେଇଛି । ଏପପରିସ୍ଥିତିରେ ବିଲର ସକାରାତ୍ମକ ଦିଗ ଉପରେ ଚାଷୀଙ୍କୁ ବାରମ୍ବାର ଅବଗତ କରାଇ ଆସୁଛନ୍ତି ସରକାର । ଶନିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଏହି ଅଧ୍ୟାଦେଶ ଚାଷୀଙ୍କ ହିତରେ ଏବଂ ଏହା ଦ୍ବାରା ସେମାନଙ୍କର ଆୟ ଦ୍ବିଗୁଣିତ ହେବ ।

  • चमोली की रहने वाली श्रीमती देवकी देवी भण्डारी जी ने अपनी जमा पूंजी ₹10 लाख #PMCaresFunds में दान करके अनुकरणीय उदाहरण पेश किया है। श्रीमती देवकी जी की इस इस सद्भावना के लिए उनका हार्दिक आभार। कोरोना से लड़ने के लिए ऐसा हर एक प्रयास इस जंग को मजबूत करेगा।#IndiaFightsCorona pic.twitter.com/NKXuQtqRqN

    — Trivendra Singh Rawat (@tsrawatbjp) April 8, 2020 " class="align-text-top noRightClick twitterSection" data=" ">

ନରେନ୍ଦ୍ର ସିଂହ ତୋମାର ଟ୍ବିଟ କରି କହିଛନ୍ତି, କିଛି ରାଜନୈତିକ ଦଳ ମିଥ୍ୟା ପ୍ରଚାର କରି ଦେଶର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । କୃଷି ବିଲ 2020 କୃଷକଙ୍କୁ ପାଇଁ ଅନୁକୂଳ ହେବ ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ମିଥ୍ୟାକୁ ଚିହ୍ନି, ସତ୍ୟର ସାଥ ଦେବାକୁ କହିଛନ୍ତି କୃଷିମନ୍ତ୍ରୀ ।

  • Opposing PM Cares Fund, just for the sake of it, is like they opposed EVMs & then lost many elections. They subsequently termed Jan Dhan, demonetization, Triple Talaq & GST as bad. They find defect in everything, truth is their intention is defected: MoS Finance Anurag Thakur https://t.co/NdqbCH0iZr pic.twitter.com/GEfkgV8RKT

    — ANI (@ANI) September 18, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.