ETV Bharat / bharat

'ମୁଖ୍ୟମନ୍ତ୍ରୀ କ୍ଷମା ମାଗିଲେ ଆନ୍ଦୋଳନରୁ ଓହରିବୁ'

author img

By

Published : Jun 14, 2019, 8:56 PM IST

ମମତା ବାନାର୍ଜୀଙ୍କ ଠାରୁ ନିଃସର୍ତ୍ତ କ୍ଷମା ପ୍ରାଥନା ଦାବି କଲେ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତର । ନିଜ କାମକୁ ଫେରିବା ପାଇଁ ସେମାନେ 6 ଟି ଦାବି ଉପସ୍ଥାପନା କରିଛନ୍ତି ।

ଫାଇଲ ଫଟୋ

କୋଲକାତା: ମମତା ବାନାର୍ଜୀଙ୍କଠାରୁ ନିଃସର୍ତ୍ତ କ୍ଷମା ପ୍ରାଥନା ଦାବି କଲେ ଆନ୍ଦୋଳନକୁ ଓହ୍ଲାଇଥିବା ଡାକ୍ତର । ନିଜ କାମକୁ ଫେରିବା ପାଇଁ ସେମାନେ 6 ଟି ଦାବି ଉପସ୍ଥାପନା କରିଛନ୍ତି । ଯେଉଁଥିରେ ମମତା ବାନାର୍ଜୀଙ୍କ ନିଃସର୍ତ୍ତ କ୍ଷମା ପ୍ରାଥନା ମଧ୍ୟ ରହିଛି । ସେପଟେ ଇଣ୍ଡିଆନ ମେଡିକାଲ କଲେଜ ଡାକ୍ତରଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖିଛନ୍ତି ।

ମମତା ଯେଉଁଭଳି ଭାବେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ । ସେଥିପାଇଁ ତାଙ୍କୁ କ୍ଷମା ମାଗିବା ଆବଶ୍ୟକ ବୋଲି ଜଣେ ଆନ୍ଦୋଳନକାରୀ ଡାକ୍ତର କହିଛନ୍ତି । ଏହା ସହିତ ମମତାଙ୍କୁ ଆହତ ଡାକ୍ତରଙ୍କୁ ଭେଟିବାକୁ ପଡିବ ଏବଂ ଏହି ଆକ୍ରମଣ ନିନ୍ଦା କରି ଏକ ବିବୃତି ଜାରି କରିବାକୁ ପଡିବ ବୋଲି ସେ କହିଛନ୍ତି ।

ସିଏମ ଏହି ମାମଲାର ତଦନ୍ତ କରନ୍ତୁ ଏବଂ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ଡାକ୍ତରମାନେ । ଏହା ସହିତ ପୁରା ରାଜ୍ୟରେ ଜୁନିୟର ଡାକ୍ତର ଏବଂ ମେଡିକାଲ ଛାତ୍ରଙ୍କ ବିରୋଧରେ ମିଥ୍ୟା ଆରୋପ ଏବଂ ମାମଲାକୁ ଫେରାଇ ନେବାର ସର୍ତ ରଖିଛନ୍ତି ସେମାନେ ।

Intro:Body:

gsdddddddddddddd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.