ETV Bharat / bharat

ଗତ 4 ଦିନରେ ଦ୍ବିତୀୟ ଥର ପାଇଁ ଜାମିଆରେ ଫୁଟିଲା ଗୁଳି

ପୁଣି ଅଶାନ୍ତ ବାତାବରଣରେ ଜାମିଆ ବିଶ୍ବବିଦ୍ୟାଳୟ । ଗେଟ ନମ୍ବର 5ରେ ବିଳମ୍ବିତ ରାତିରେ ହୋଇଛି ଗୁଳିକାଣ୍ଡ । ଦୁଇ ଚକିଆଯାନରେ ଦୁର୍ବୃତ୍ତମାନେ ଆସି ଗେଟ ନମ୍ବର 5ରେ ଗୁଳିମାଡ କରିଛନ୍ତି । ଅଧିକ ଖବର ପଢନ୍ତୁ...

Again firing at jamia
ଜାମିଆରେ ଫୁଟିଲା ଗୁଳି
author img

By

Published : Feb 3, 2020, 2:26 AM IST

Updated : Feb 3, 2020, 9:47 AM IST

ନୂଆଦିଲ୍ଲୀ: ଜାମିଆ ବିଶ୍ବବିଦ୍ୟାଳୟରେ ପୁଣି ଫୁଟିଲା ଗୁଳି । ଗତ 4 ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଜାମିଆରେ ଏଭଳି ଗୁଳିକାଣ୍ଡ ହୋଇଛି । ଜାମିଆ ବିଶ୍ବବିଦ୍ୟାଳୟର ଗେଟ ନମ୍ବର 5ରେ ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦୁଇ ଚକିଆ ଯାନରେ ଦୁର୍ବୃତ୍ତମାନେ ଆସି ଗେଟ ନମ୍ବର 5ରେ ଗୁଳିମାଡ କରିଛନ୍ତି । ତେବେ ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ତେବେ ଯେଉଁ ଦୁଇଚକିଆ ଯାନରେ ଦୁର୍ବୃତ୍ତମାନେ ଆସି ଫାୟାରିଂ କରିଛନ୍ତି, ସେହି ଗାଡିର ନମ୍ବର ହେଉଛି DL 2S1534 । ଅନ୍ୟପଟେ ଗାଡିରେ ଥିବା ଦୁର୍ବୃତ୍ତ ନାଲି ଜ୍ୟାକେଟ ପିନ୍ଧିଥିବା ମଧ୍ୟ କୁହାଯାଉଛି ।

ଜାମିଆରେ ଫୁଟିଲା ଗୁଳି

ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଗତ ଗୁରୁବାର ଜାମିଆ ବିଶ୍ବବିଦ୍ୟାଳୟ ନିକଟରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ କରିଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ଜଣେ ଯୁବକ ସେଠାକୁ ବନ୍ଧୁକ ଧରି ଆସିଥିଲେ ଏବଂ ପ୍ରଦର୍ଶନକାରୀଙ୍କୁ 'ୟେ ଲୋ ଆଜାଦି' କହି ଗୁଳି ଚଳାଇଥିଲେ । ଏଥିରେ ଜାମିଆର ଛାତ୍ର ଶାଦାବ ଫାରୁଖ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

done

On Thu, Jan 9, 2020 at 5:12 PM Odia Desk <odiadesk@etvbharat.com> wrote:
କେବଳ 35 % ମହିଳା ସାଇବର କ୍ରାଇମର ଅଭିଯୋଗ କରିଛନ୍ତି

ଏହା ମଧ୍ୟରୁ 46.7% ପୀଡ଼ିତ ମହିଳା ସାଇବର କ୍ରାଇମ ରିପୋର୍ଟ ରୁଜୁ କରିନାହାନ୍ତି

 ସେହିପରି 18.3 % ମହିଳା ସାଇବର କ୍ରାଇମ ସମ୍ପର୍କରେ ଅବଗତ ହିଁ ନାହାନ୍ତି
Last Updated : Feb 3, 2020, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.