ETV Bharat / bharat

ଏମିତି ଏକ ଗାଁ: ପ୍ଲାଷ୍ଟିକ ବ୍ୟବହାର କଲେ ଗଣିବାକୁ ପଡେ ଜୋରିମାନା - ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜୋରିମନା

ରାଞ୍ଚି ଠାରୁ 25 କିଲୋମିଟର ଦୂରରେ ଥିବା ଏରା ଓ କେରମ ଗ୍ରାମ ପଞ୍ଚାୟତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରରୁ ନିବୃତ ରହିବା ପାଇଁ ଆରମ୍ଭ କରିଛି ଏକ ବଡ ଅଭିଯାନ । ଅଧିକ ପଢ଼ନ୍ତୁ...

water conservation, jharkhand villages ara and keram, aim to go plastic free, ଆରା ଓ କେରମ ଗାଁର ପ୍ଲାଷ୍ଟିକ ମୁକ୍ତି ପ୍ରୟାସ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜୋରିମନା
ସଫଳ ହେଉଛି ଆରା ଓ କେରମ ଗାଁର ପ୍ଲାଷ୍ଟିକ ମୁକ୍ତି ପ୍ରୟାସ
author img

By

Published : Jan 17, 2020, 8:09 AM IST

ରାଞ୍ଚି: ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଭୁରି ଭୁରି ପ୍ରଶଂସା ପାଇ ଥିବା ଝାଡଖଣ୍ଡ ଓରମାଞ୍ଝି ବ୍ଲକର ଦୁଇ ଗାଁ ଆରା ଓ କେରମ ଏବେ ନିଜ ଗାଁକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରୁ 25 କିଲୋମିଟର ଦୂରରେ ଥିବା ଏରା ଓ କେରମ ଗ୍ରାମ ପଞ୍ଚାୟତ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାଗ ବ୍ୟବହାରରୁ ଲୋକଙ୍କୁ ନିବୃତ କରିବା ପାଇଁ ଆରମ୍ଭ କରିଛି ଏକ ବଡ ଅଭିଯାନ ।

ସଫଳ ହେଉଛି ଆରା ଓ କେରମ ଗାଁର ପ୍ଲାଷ୍ଟିକ ମୁକ୍ତି ପ୍ରୟାସ

ଏଠାକାର ପଞ୍ଚାୟତ ସଦସ୍ୟ ମାନେ ଏନେଇ ସଚେତନତା କ୍ୟାମ୍ପେନ ସବୁ ଆୟୋଜିତ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଘଂନ କରୁଛନ୍ତି ତାଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି । ଏନେଇ ଗାଁର ମୁଖିଆ ଗୋପାଲ ବେଡିଆ କହିଛନ୍ତି ଯେ, ‘‘ଆମେ କାହାଠାରୁ ପ୍ରେରଣା ପାଇ ଏହା କରି ନାହୁଁ । ପ୍ରତି ଗୁରୁବାର, ଗ୍ରାମପଞ୍ଚାୟତ ଏକ ବୈଠକ କରି କିପରି ଗ୍ରାମରେ ଆହୁରି ଉନ୍ନତି କରାଯାଇ ପାରିବ ସେନେଇ ଆଲୋଚନା କରୁ । ଏମିତି ଏକ ବୈଠକରେ ହିଁ ପ୍ଲାଷ୍ଟିକ ଆବର୍ଜନା ନିଷେଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆମ ପରିବେଶ ଓ ଜୀବଜନ୍ତୁଙ୍କ ପାଇଁ ଏହା ବହୁତ କ୍ଷତିକାରକ ।’’

‘‘ଯଦି କେହି ପ୍ଲାଷ୍ଟିକ ନିୟମ ଭାଙ୍ଗି ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର କରେ ତେବେ ଆମେ ତା ଠାରୁ ଜୋରିମନା ଆଦାୟ କରୁ । ପ୍ରଥମ କରି ନିୟମ ଭାଙ୍ଗିଲେ 150 ଟଙ୍କା ପୁଣି ଭାଙ୍ଗିଲେ 500 ଟଙ୍କା ଜୋରିମାନା ଆଦାୟ କରାଯାଏ ।’’ ପଞ୍ଚାୟତ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପକୁ ଉଭୟ ଗ୍ରାମର ଜନତା ମଧ୍ୟ ଅନୁରୁପ ଭାବେ ସମର୍ଥନ ଓ ସହଯୋଗ କରୁଛନ୍ତି । ବଜାରକୁ ଗଲାବେଳେ ଗ୍ରାମବାସୀ କପଡା ବ୍ୟାଗ ନେବା ଭୁଲନ୍ତି ନାହିଁ ।

ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଗ୍ରାମର ମୁଖିଆଙ୍କୁ ନିଜ ଗ୍ରାମକୁ ପ୍ଳାଷ୍ଟିକ ଆବର୍ଜନା ମୁକ୍ତ କରିବା ପାଇଁ ଆହ୍ବାନ ଦେବାର ଅନେକ ପୂର୍ବରୁ ଆରା ଓ କେଲମ ଗାଁ ପ୍ଲାଷ୍ଟିକ ଆବର୍ଜନାରୁ ନିଜ ଗାଁକୁ ମୁକ୍ତ କରିବାର ନିଷ୍ପତ୍ତି ନେଇ ସାରିଥିଲା । ଆଉ ବର୍ତ୍ତମାନ ଏହି ଗାଁକୁ ଦେଖିଲେ ଲାଗେ ସେମାନେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହାର ସଫଳ ରୂପାୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

After water conservation, these J'khand villages aim to go plastic-free

After earning Prime Minister Narendra Modi's appreciation for their effort towards water conservation and management, the residents of Ara and Keram - two villages in Jharkhand - are aiming to go plastic-free.

Ranchi (Jharkhand): Ara and Keram did not stop at earning praise from Prime Minister Narendra Modi for their exemplary efforts in water conservation and management, the two remote Ranchi villages in Ormanjhi block have now taken up the task of becoming single-use plastic free.

Located 25 km away from Ranchi, the capital of Jharkhand, the Gram Panchayat of Ara and Keram, have been carrying out a massive drive to rid the village of single-use plastic bags.

The Panchayat members have been organising awareness campaigns for the cause and have even been imposing fines on those violating the no-plastic norm.

"We did not draw inspiration from anywhere. Every Thursday, the gram Panchayat holds a meeting and discusses ways to improve the quality of life in the village. It was during one such meeting that we decided to make our village plastic-free. It is very harmful for the environment and the animals, " said Gopal Bedia, Village head.

"If someone happens to violate the rules by using plastic bags, we fine them Rs. 150 for the first such offence and Rs. 500 thereafter," added Bedia.

The initiative taken by the Panchayat has recieved equal support from the residents of both the villages, who make sure that they carry cloth bags, ditching plastic ones, evertime they go for grocery shopping or marketing.

"When we go to the market we carry a cloth bag along with us. Although vendors offer plastic bags we refuse to accept them, " said Rajamani Devi, a resident of the village.

Babu Ram Gop, another resident of the village, while appreciating the Panchayat's initiative highlighted the ill-effects of plastic waste to ETV Bharat.

"You won't find plastic in our village. We realised that wood, paper and iron gets degraded after a while, but plastic doesn't degrade. If the plastic happens to get in contact with our agricultural fields, it blocks water from penetrating earth's surface, " said Gop.

The decision to eliminate plastic waste was taken by Ara and Keram much before Prime Minister Narendra Modi urged all village heads across the country last year to ensure that there villages were free of single-use plastic, and by the looks of it the two Jharkhand villages seem to have accomplished what they had set out to achieve.

=================================================================

Ara and Keram, Jharkhand

VO: Ara and Keram did not stop at earning praise from Prime Minister Narendra Modi for their exemplary efforts in water conservation and management, the two remote Ranchi villages in Ormanjhi block have now taken up the task of becoming single-use plastic free.

GFX: Ara and Keram villages in Ranchi are aiming to go single-use plastic-free

VO: Located 25 km away from Ranchi, the capital of Jharkhand, the Gram Panchayat of Ara and Keram, have been conducting a massive drive to rid the village of single-use plastic bags.

GFX: The Gram Panchayat of Ara and Keram have been carrying out a massive drive to rid the village of plastic waste

VO: The Panchayat members have been organising awareness campaigns for the cause and have even been imposing fines on those violating the no-plastic norm.

GFX: The Panchayat have been organising awareness campaigns, imposing fines on those violating the no-plastic norm

BYTE: Gopal Bedia, village head, Ara Keram village (08:40-09:40) (10:08-10:37) 

Subtitles: We did not draw inspiration from anywhere. Every Thursday, the gram Panchayat holds a meeting and discusses ways to improve the quality of life in the village. It was during one such meeting that we decided to make our village plastic-free. It is harmful for everyone. If someone happens to violate the rules by using plastic bags, we fine them Rs. 150 for the first such offence and Rs. 500 thereafter.

VO: The initiative taken by the Panchayat has recieved equal support from the residents of both the villages, who make sure that they carry cloth bags, ditching plastic ones, evertime they go for grocery shopping or marketing.

GFX: The villagers have equally supported the Panchayat's initiative 

BYTE:Rajamani Devi, villager, Ara Keram village (11:15 - 11:49) 

Subtitles: When we go to the market we carry a cloth bag along with us. Although vendors offer plastic bags we refuse to accept them.

VO: Babu Ram Gop, another resident of the village, while appreciating the Panchayat's initiative highlighted the ill-effects of plastic waste to ETV Bharat.

GFX: Village residents have realised the ill-effects of plastic waste

Byte- Babu Ram Gop, villager, Ara Keram village (11:54 - 11:38)

Subtitles: You won't find plastic in our village. We realised that wood, paper and iron gets degraded after a while, but plastic doesn't degrade. If the plastic happens to get in contact with our agricultural fields, it blocks water from penetrating earth's surface.

VO: The decision to eliminate plastic waste was taken by Ara and Keram much before Prime Minister Narendra Modi urged all village heads across the country last year to ensure that there villages were free of single-use plastic, and by the looks of it the two Jharkhand villages seem to have accomplished what they had set out to achieve.

GFX: The decision to eliminate plastic waste was taken by Ara and Keram much before PM Modi urged villages to get rid of plastic waste

=================================

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.