ETV Bharat / bharat

ଧାରା 370 ଉଚ୍ଛେଦ ପରେ ପାକ୍ ଅଧିକୃତ କାଶ୍ମୀରର କ’ଣ ହେବ ?

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପୁନର୍ଗଠନ ମାମଲାର ବିରୋଧ କରିବା ସହ ଏକ ପ୍ରକାର ଧମକ ଦେଇଛନ୍ତି । ଅନ୍ୟପକ୍ଷରେ କେତେକ ବିଶେଷଜ୍ଞ ଏହାକୁ ସମର୍ଥନ କରିବା ସହ ଏହା କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଥିଲା ବୋଲି କହିଛନ୍ତି ।

ଫଚୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 8, 2019, 2:19 AM IST

ହାଇଦ୍ରାବାଦ: ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା 370 ଉଚ୍ଛେଦ ହୋଇଯାଇଛି । ଏହା ସହିତ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଲଦାଖକୁ ଭିନ୍ନ କରି ଦେଇଛନ୍ତି ଏବଂ ଉଭୟକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦେଇଛନ୍ତି । ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ସତ୍ତ୍ବେ ଦିଲ୍ଲୀ ଏବଂ ପୁଡ୍ଡୁଚେରୀ ଭଳି ଏଠାରେ ବିଧାନସଭା ରହିବ । ତେବେ କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ପାକ୍‌ ଅଧିକୃତ କାଶ୍ମୀର(ପିଓକେ)ର କ'ଣ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଗତ ସୋମବାର ଏହି ପ୍ରଶ୍ନ ଉଠାଇଥିଲେ ।

ଜମ୍ମୁ-କାଶ୍ମୀର ଏବଂ ଲଦାଖ ଅଲଗା ହେବା ସହ ଅବଶ୍ୟ ଉଭୟର ପୁର୍ନଗଠନ ପୁଣିଥରେ ହେଉଛି । କିନ୍ତୁ ଭାରତ ପିଓକେ ଉପରେ ନିଜ ହକ ଏବେ ସୁଦ୍ଧା ବଜାୟ ରଖିଛି । ମଙ୍ଗଳବାର ସଂସଦକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହା ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ, ପାକ୍‌ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଅଂଶ ଅଟେ ଏବଂ ଦେଶର ଅନ୍ତରୀଣ ଭୂଭାଗ ଅଟେ । ତେବେ ଜମ୍ମୁ-କାଶ୍ମୀର ବିଧାନସଭାରେ ବର୍ତ୍ତମାନ 107 ଆସନ ରହିଥିବା ବେଳେ ସେଥିରେ ପିଓକେର 24 ଆସନକୁ ପାକିସ୍ତାନ ପାଇଁ ଖାଲି ଛଡାଯାଏ । ଯଦି ପିଓକ ଭାରତରେ ସାମିଲ ହେଉଛି ତ ସେହି 24 ଆସନ ଭାରତର ହେବ ।

ସେପଟେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପୁନର୍ଗଠନ ମାମଲାର ବିରୋଧ କରିବା ସହ ଏକ ପ୍ରକାର ଧମକ ମଧ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ କେତେକ ବିଶେଷଜ୍ଞ ଏହାକୁ ସମର୍ଥନ କରିବା ସହ ଏହା କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଥିଲା ବୋଲି କହିଛନ୍ତି ।

ତେବେ କାଶ୍ମୀର ସମସ୍ୟାକୁ ନେଇ ପାକ୍‌ ସହ ଦ୍ବିପାକ୍ଷିକ ଆଲୋଚନାର ପ୍ରସଙ୍ଗ ଏବେ ଭାରତ ମୁଣ୍ଡରୁ ହଟିଯାଇଛି । ଭାରତ ପାଖରେ ବର୍ତ୍ତମାନ କେବଳ ଗୋଟିଏ ପ୍ରସଙ୍ଗ ବାକି ରହିଯାଇଛି । ସେ ହେଉଛି ପିଓକେ ପ୍ରସଙ୍ଗ । ଭାରତ ଏବେ କେବଳ ପିଓକେ ପ୍ରସଙ୍ଗକୁ ନେଇ ପାକ୍‌ ସହ ଦ୍ବିପାକ୍ଷିକ ଆଲୋଚନାକୁ ଆଗକୁ ବଢାଇବାର ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ, 1947 ମସିହାରେ ପାକିସ୍ତାନ କାଶ୍ମୀରର ଏହି ଅଂଶ ଉପରେ କବ୍ଜା କରିଥିଲା । ପିଓକେର ରାଜଧାନୀ ମୁଜାଫରାବାଦ ଥିବା ବେଳେ ଏଠାରେ 8 ଜିଲ୍ଲା ଏବଂ 19ଟି ତହସିଲ ରହିଛି । ରାଷ୍ଟ୍ରପତି ଏଠାର ମୁଖ୍ୟ ଭାବେ ପରିଗଣିତ ହୁଅନ୍ତି । ପ୍ରଧାନମନ୍ତ୍ରୀ କିଛି ମନ୍ତ୍ରୀଙ୍କ ସହ ମିଶି ସିଇଓ ଭାବରେ ରହିଥାନ୍ତି । ତେବେ ଏଠାରେ ସ୍ବତନ୍ତ୍ର ବିଧାନସଭା ରହିଛି ବୋଲି ପାକିସ୍ତାନ କହି ଆସୁଥିଲେ ମଧ୍ୟ ଏଠାରେ ପାକ୍‌ ସମ୍ପୁର୍ଣ୍ଣ ଭାବରେ କବ୍ଜା କରି ଆସୁଛି ।

Intro:राजस्थानच्या श्रीगंगानागरच्या रेल्वेस्थाकवरून मंगळवरी पहाटे 2 वाजता तामिळनाडूच्या तिरुचिरापल्लीकडे निघालेली हमसफर सुपर फास्ट एक्सप्रेसचा मार्ग मुसळधार पावसामुळे भरकटला अन सकाळी पुण्याला पोचण्याऐवजी या गाडीने चक्क बडनेरा रेल्वे स्थानक गाठले. आपण नेमकं कुठे आलो हे लक्षात आल्यावर प्रवाशांनी बडनेरा रेल्वे स्थानकावर चांगलाच गोंधळ घातला.

Body:संपूर्णतः वतानूकुलीत असणारी हंसफार एक्सप्रेस आज सकाळी साडेआठ वाजता बडनेरा रेल्वे स्थानकावर पोचली. बऱ्याच वेळ पर्यंत गाडी एकाच ठिकाणी उभी असल्याने प्रभाषांनी आपण नेमक्या कोणत्या स्थानकावर पोचलो हे रेल्वेच्या अँपवर तपासात असताना त्यांना गाडी पुणे स्थानकावर उभी असल्याचे दिसत होते आणि गाडी खाली उतरल्यावर हे बडनेरा रेल्वेस्थानक असल्याचे कळल्यावर प्रवाशांना धक्काच बसला. आपली गाडी पुण्याच्या दिशेने नव्हे तर भुसावळ पार करून जवळपास 300 की.मि. उलटे आले आहोत हे नेमका काय प्रकार असा प्रश्न प्रवाशांना पडला. विशेष म्हणजे सुरत स्थानकापासून गाडीत टीसी नसल्याने आणि गाडीत असणारी गीपीआएस सेवा सुद्धा ठप्प पडल्याने प्रवाशांना आपला प्रवास नेमका कोणत्या दिशेने होतो आहे याची माहिती नव्हती.
रेल्वे प्रशासनाने आपली फसवणूक केल्याचे लक्षात येताच गडीतील प्रवाशांनी बडनेरा रेल्वे स्थानकावर गोंधळ घातला. स्टेशन मास्तरला गाठून जाब विचारला. स्टेशन मास्टरकडे कुठलीही माहिती नसल्याने स्टेशन मास्तर यांनी भुसावळ रेल्वे स्थानकाशी संवाद साधला. भुसावळ येथून सुद्धा हमसफर एक्सप्रेसबाबत कुठलीही माहिती मिळाली नाही. दरम्यान 1 वाजेच्या सुमारास बडनेरा रेल्वे स्थानकावर नागपूरकडे जाणारी महाराष्ट्र एक्सप्रेस आली तेव्हा संतप्त प्रवाशांनी आमची गाडी जोपर्यंत हलणार नाही तो पर्यंत ही गाडी सुद्धा समोर जाऊ देऊ नका अशी मागणी केली.
परिस्थितीचे गांभीर्य लक्षात घेत रेल्वे पोलिसांनी फलाटावर बंदोबस्त वाढवला. रेल्वे प्रशासनाने अडीच वाजता येणाऱ्या महाराष्ट्र एक्सप्रेसने या गाडीतील प्रवाशांनी समोर प्रवास करावा असे आवहान केले. मात्र आम्हाला कर्नाटकात जायचे आहे आमचे काय असा प्रश्न कर्नाटकातील प्रवाशांनी उपस्थित केला. यामुळे हा गोंधळ वाढतच केला. महाराष्ट्र एक्सप्रेस फलाटावर आली तेव्हा हमसफर एक्सप्रेसच्या प्रवाशांना महाराष्ट्र एक्सप्रेसमध्ये बसण्याच्या सूचना ध्वनिक्षेवकाद्वारे करण्यात आल्या. आम्ही आलो तीच गाडी मागे न्या अशी मागणी प्रवाशांनी केली असता हे शक्य नाही असे उत्तर रेल्वे प्रशासनाने दिले. बडनेरा रेल्वे स्थानकावर कंटाळलेल्या पुण्याच्या काही प्रवशांनी विदर्भ एक्सप्रेसमध्ये चढण्याचा निर्णय घेतला तर इतर प्रवाशांचीही सोय होईल असे रेल्वेचे अधिकारी सांगत होते.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.