ETV Bharat / bharat

ରାଜ୍ୟସଭା ପରେ ଲୋକସଭାରେ ପୋଲାଭରମ ପ୍ରସଙ୍ଗ ଉଠାଇଲା ବିଜେଡି - polavaram issue in lok sabha

ରାଜ୍ୟସଭା ପରେ ଲୋକସଭାରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇଲା ବିଜେଡି। ସୋମବାର ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ପୋଲାଭରମ ପ୍ରସଙ୍ଗ ଉଠାଇଥିବା ବେଳେ, ମଙ୍ଗଳବାର ଲୋକସଭାରେ ଦଳର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏହି ପ୍ରସଙ୍ଗ ଉଠାଇଛନ୍ତି।

anubhav mohanty
ରାଜ୍ୟସଭା ପରେ ଲୋକସଭାରେ ବିଜେଡି ଉଠାଇଲା ପୋଲାଭରମ ପ୍ରସଙ୍ଗ
author img

By

Published : Dec 3, 2019, 5:04 PM IST

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭାରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠାଇଲା ବିଜେଡି । ସୋମବାର ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ପୋଲାଭରମ ପ୍ରସଙ୍ଗ ଉଠାଇଥିବାବେଳେ ମଙ୍ଗଳବାର ଲୋକସଭାରେ ଦଳର କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଏହି ପ୍ରସଙ୍ଗ ଉଠାଇଛନ୍ତି।

ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଆଦିବାସୀ ଗାଁ ପ୍ରଭାବିତ ହେବ ବୋଲି କହିବା ସହ ଏଥିପ୍ରତି ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବାକୁ ସାଂସଦ ଅନୁଭବ କହିଛନ୍ତି । ସେହିପରି ପ୍ରକଳ୍ପ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଥିବାବେଳେ ଏଥିପ୍ରତି ଆନ୍ଧ୍ରପ୍ରଦେଶ ଦୃଷ୍ଟି ଦେଇନଥିବା ସେ ଦର୍ଶାଇଛନ୍ତି।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ସୋମବାର କେନ୍ଦ୍ର ସରକାର ଏଦିଗରେ କଣ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଶ୍ନ ପଚାରିଥିଲେ ବିଜେଡିର ରାଜ୍ୟସଭା ସସ୍ମିତ ପାତ୍ର । ଏହାର ଜବାବ ଦେଇ କେନ୍ଦ୍ର ଜଳଶକ୍ତିମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଥିଲେ ଯେ, ଏ ମାମଲା ସୁପ୍ରିମକୋର୍ଟରେ ଥିବାରୁ ଏହା ଉପରେ ଚର୍ଚ୍ଚା କରିବା ଅନବାଶ୍ୟକ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.