ETV Bharat / bharat

8 ଘଣ୍ଚା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ - borewell,

ବୋରୱେଲରୁ ଉଦ୍ଧାର ହେଲା 5 ବର୍ଷର ଶିଶୁ। ଶନିବାର ଉତ୍ତର ପ୍ରଦେଶ ମଥୁରାରେ 100 ଫୁଟ ବୋରୱେଲରେ ଖସିପଡିଥିଲା ଏହି ଶିଶୁ। ଗଛରୁ ଫଳ ତୋଳିବା ସମୟରେ  ନିକଟରେ ଥିବା ବୋରୱେଲରେ ଖସିପଡିଥିଲା ଶିଶୁ ।

ଫଟୋ ସୌଜନ୍ୟ: @ANI
author img

By

Published : Apr 14, 2019, 5:31 PM IST

ମଥୁରା: ଆଠ ଘଣ୍ଚାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା 5 ବର୍ଷର ଶିଶୁ। ଶନିବାର ଉତ୍ତର ପ୍ରଦେଶ ମଥୁରାରେ 100 ଫୁଟ ବୋରୱେଲରେ ଖସି ପଡିଥିଲା ଏହି ଶିଶୁ। ଉଦ୍ଧାର ପରେ ପ୍ରାଥମିକ ଚିକତ୍ସା ପାଇଁ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଅଛି। ଶନିବାର ମଧ୍ୟାହ୍ନରେ ଗଛରୁ ଫଳ ତୋଳିବା ସମୟରେ ନିକଟରେ ଥିବା ବୋରୱେଲରେ ଖସିପଡିଥିଲା 5 ବର୍ଷୀୟ ପ୍ରବୀଣ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ଏନଡିଆରଏଫ ଟିମ। ତେବେ କିଛି ସେନା ଅଧିକାରୀଙ୍କ ସହାୟତା ଆଠ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁକୁ ଉଦ୍ଧାର କରାଯାଇଥିବା କହିଛନ୍ତି ଏନଡିଆରଏଫର ଆସିଷ୍ଟାଣ୍ଟ କମାଣ୍ଡର ଅନିଲ କୁମାର ସିଂ।

Intro:Body:

DFVDVFFVBGFB

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.