ETV Bharat / bharat

ଲକଡାଉନ୍‌ ସତ୍ତ୍ବେ ନିର୍ଦ୍ଧାରିତ ଦିନରେ ଖୋଲିବ ବାବା କେଦାରନାଥଙ୍କ ଦ୍ବାର - ବାବା କେଦାରନାଥଙ୍କ କବାଟ ଖୋଲିବ

କୋରୋନା ସତ୍ତ୍ବେ ନିର୍ଦ୍ଧାରିତ ଦିିନ ଏପ୍ରିଲ 29ରେ ଖୋଲିବ ବାବା କେଦାରନାଥଙ୍କ କବାଟ । ଯାତ୍ରା ସୁଗମ କରିବାକୁ କେଦାରନାଥ ପାଦଚଲା ରାସ୍ତାରୁ ସଫା କରାଯାଉଛି ବରଫ ।

ଲକ୍‌ଡାଉନ୍‌ ସତ୍ତ୍ବେ ନିର୍ଦ୍ଧାରିତ ଦିନରେ ଖୋଲିବ ଦ୍ବାର ବାବା କେଦାରନାଥଙ୍କ ଦ୍ବାର

author img

By

Published : Apr 17, 2020, 10:12 PM IST

ଡେରାଡୁନ: ଲକ୍‌ଡାଉନ୍‌ ସତ୍ତ୍ବେ ନିର୍ଦ୍ଧାରିତ ଦିନ ଏପ୍ରିଲ 29ରେ ଖୋଲିବ ବାବା କେଦାରନାଥଙ୍କ କବାଟ । ଯାତ୍ରାକୁ ସୁଗମ କରିବାକୁ ଗୌରୀକୁଣ୍ଡରୁ କେଦାରନାଥ ଯାଏଁ ପାଦଚଲା ରାସ୍ତାରୁ ସଫା କରାଯାଉଛି ବରଫ ।

ତେବେ ବାବା କେଦାରନାଥଙ୍କ ଦ୍ବାର ଖୋଲିବା ଦିନ କମ୍‌ ଲୋକ ଉପସ୍ଥିତ ରହିବେ । ଯେପରି ଘୋଡା, ଖଚର ସଂପୂର୍ଣ୍ଣ ଭାବେ କେଦାରନାଥ ଧାମରେ ପହଞ୍ଚି ପାରିବେ ଏନେଇ ପ୍ରଶାସନ ପକ୍ଷରୁ କ୍ରମାଗତ ଭାବେ ରାସ୍ତାରୁ ବରଫ ହଟେଇବା କାମ ଜାରି ରହିଛି ।

kedarnath
କେଦାରନାଥ ଯାତ୍ରା ମାର୍ଗରୁ ବରଫ ସଫା କରାଯାଉଛି

ଓୁଡ ଷ୍ଟୋନ କଂଷ୍ଟ୍ରକସନ କମ୍ପାନୀ ପକ୍ଷରୁ କେଦାରନାଥ ପାଦଚଲା ରାସ୍ତାରୁ ବରଫ ହଟାଇବା କାମ କରାଯାଉଛି । ତାଙ୍କର ଟିମ ଲିଡର ମନୋଜ ସେମଓ୍ବାନ କହିଛନ୍ତି ଯେ, ପାଣିପାଗ ଭଲ ରହିଲେ ଆଗାମୀ 5ଦିନରେ ବରଫ ହଟିଯିବ ଓ ଘୋଡା-ଖଚର କେଦାରନାଥ ଧାମ ଯାଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.