ETV Bharat / bharat

ପରିବାର ସହ ତାଜମହଲ ଦେଖିଲେ କରିସ୍ମା କପୁର

ତାଜମହଲର ଅନନ୍ୟ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହେଲେ ଅଭିନେତ୍ରୀ କରିସ୍ମା କପୁର । ତାଙ୍କ ସହ ସେଲଫି ନେବାକୁ ଲାଗିଲା ପର୍ଯ୍ୟଟକଙ୍କ ଭିଡ । ଅଧିକ ଫଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 5, 2019, 7:07 PM IST

ଲକ୍ଷ୍ନୌ: ବଲିଉଡର ଫେମଶ ଆକ୍ଟ୍ରେସ କରିସ୍ମା କପୁର ଶନିବାର ପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି । ସେ ତାଙ୍କ ପୁଅ କିୟାନ ରାଜ କପୁର ଓ ଝିଅ ସମାୟରା କପୁରଙ୍କ ସହ ତାଜମହଲ ବୁଲି ଦେଖିଛନ୍ତି । ଏନେଇ କରିସ୍ମାଙ୍କୁ ଦେଖି ଫ୍ୟାନ୍ସ ମାନେ ମଧ୍ୟ ବେଶ ଖୁସି ଅନୁଭବ କରିବା ସହ ତାଙ୍କ ସହ ସେଲଫି ନେବା ପାଇଁ ଭିଡ ଜମାଇଥିଲେ । କେବଳ ପର୍ଯ୍ୟଟକ କିମ୍ବା ଫ୍ୟାନ୍ସ ନୁହଁନ୍ତି ପୋଲିସ ମାନେ ମଧ୍ୟ କରିସ୍ମାଙ୍କ ସହ ସେଲଫି ନେବା ପାଇଁ ନିଜକୁ ରୋକି ପାରିନଥିଲେ ।

Actress karishma kapoor
ତାଜନଗରୀରେ କରିସ୍ମା

ଶନିବାର ଦ୍ବିପହର ସମୟରେ ଫତେହାବାଦ ରୋଡ ସ୍ଥିତ ହୋଟେଲ ଡବଲ ଟ୍ରି ବାଇ ହିଲ୍ଟନରେ 'ଡିଜାଇନର ମେଟ ଗାଲା ଇଭେଣ୍ଟ'ର ଉଦଘାଟନ କରିଥିଲେ କରିସ୍ମା । ଏହାପରେ ସେ ତାଙ୍କ ପରିବାର ସହ ତାଜମହଲ ଦେଖିବା ପାଇଁ ଆଗ୍ରାରେ ପହଞ୍ଚିଥିଲେ । ସେ ପ୍ରଥମଥର ପାଇଁ ଆଗ୍ରା ଆସିଥିବାରୁ ତାଜମହଲ ଦେଖିବା ନେଇ ବହୁତ ଖୁସିଥିବା କହିଛନ୍ତି । ଏହାସହ ସେ ତାଜମହଲ ଆଗରେ ବସି ଫଟୋ ଉଠାଇଥିବା ଦେଖିବାକୁ ମିଳିଛି ।

Intro:Body:

ranju

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.