ETV Bharat / bharat

ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା, 7 ମୃତ

author img

By

Published : Jan 22, 2020, 11:53 AM IST

Updated : Jan 22, 2020, 1:57 PM IST

ରାଜସ୍ଥାନ ଓ କର୍ଣ୍ଣାଟକରେ ସଡକ ଦୁର୍ଘଟଣା ଘଟି 7 ଜଣଙ୍କର ମୃତ୍ୟୁ ଘଟିଛି।

Truck accident in rajastan
ରାଜସ୍ଥାନ ସିକରରେ ଦୁର୍ଘଟଣା, 4 ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ସିକର ଜିଲ୍ଲାର ଜାତୀୟ ରାଜପଥ 58ରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଟ୍ରକରେ ଥିବା 4 ଜଣଙ୍କର ମୃତ୍ୟୁ ହୋଇଛି। ସେହଫତେପୁର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ସେହିପରି କର୍ଣ୍ଣାଟକରେ ଏକ ମାଲବୁହା ଅଟୋକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ 3 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ହନୁମାନ ତାଲୁକ ଜିଲ୍ଲାର ମିନାକେରା କ୍ରସ ନିକଟରେ ଘଟିଛି।

ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା, 7 ମୃତ

ସୂଚନା ଅନୁସାରେ, ରାଜସ୍ଥାନର ସିକର ଜିଲ୍ଲାର ଖୋଣି ଓ କାରଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଉଭୟ ପାର୍ଶ୍ବରୁ ଆସୁଥିବା ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ପୋଲିସ ସୂଚନା ଦେଇଛି । ସେହିପରି କର୍ଣ୍ଣାଟକରେ ଏକ ପିଆଜ ବୋଝେଇ ଅଟୋକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।

Intro:सीकर
सीकर जिले के फतेहपुर इलाके में एनएच 58 पर बुधवार सुबह एक बार फिर भीषण सड़क हादसा हो गया। यहां दो ट्रकों में हुई आमने-सामने की भिड़ंत में चार लोगों की मौत हो गई। दोनों ट्रकों में दो दो व्यक्ति सवार थे जिनमें से कोई भी जिंदा नहीं बचा।

Body:जानकारी के मुताबिक फतेहपुर सदर थाना क्षेत्र में एनएच 58 पर खूनी और का रंगा के गांव के बीच में यह सड़क हादसा हुआ जहां एक चावल से भरे ट्रक कि सामने से आ रहे कबाड़ से बड़े ट्रक से भिड़ंत हो गई। दोनों ट्रकों में दो दो व्यक्ति सवार थे जिनकी चारों की ही इस सड़क हादसे में मौत हो गई। सूचना पर सदर थाना पुलिस और फतेहपुर शहर कोतवाल उदय सिंह यादव मौके पर पहुंचे और ग्रामीणों की मदद से काफी मशक्कत के बाद चारों के शव ट्रकों से बाहर निकाले गए। दोनों ट्रकों की भिड़ंत इतनी जबरदस्त थी कि उनमें सवार लोग बुरी तरह से अंदर फस गए जिनके शव क्रेन की सहायता से ग्रामीणों और पुलिस ने काफी मशक्कत के बाद बाहर निकाले। हादसे के बाद हाईवे पर लंबा जाम लग गया पुलिस के आला अधिकारी क्रेन की सहायता से ट्रकों को हटाने में लगे हुए हैं। यह वही हाईवे है जिस पर 2 दिन पहले ही कार और ट्रक की भिड़ंत में 7 लोगों की मौत हुई थी।

Conclusion:बाईट
उदय सिंह यादव शहर कोतवाल फतेहपुर
Last Updated : Jan 22, 2020, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.