ETV Bharat / bharat

ଭାରସାମ୍ୟ ହରାଇ ଓଲଟିଲା ବସ, 50ରୁ ଊର୍ଦ୍ଧ୍ବ ଗୁରୁତର - Accident in chandigarh-manali national highway

ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥର ସ୍ବାରଘାଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବସ୍‌ । ଏଥିରେ 50ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Accident in chandigarh-manali national highway
ଭାରସାମ୍ୟ ହରାଇ ଓଲଟିଲା ବସ
author img

By

Published : Dec 31, 2019, 5:30 PM IST

ଶିମଲା: ଚଣ୍ଡୀଗଡ-ମନାଲି ଜାତୀୟ ରାଜପଥର ସ୍ବାରଘାଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ବସ୍‌ । ଏଥିରେ ବସରେ ଥିବା 50ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା ବସ

ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ବସଟି ଦିଲ୍ଲୀରୁ ମନାଲି ଯାଉଥିଲା । ଏହି ସମୟରେ ଗମ୍ଭରୋଲା ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ତେବେ ବସ ଚାଳକଙ୍କ କହିବାନୁସାରେ ଟାୟାର ପମ୍ପଚର ହେବାରୁ ବସଟି ଭାରସାମ୍ୟ ହରାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ପରେ 108 ଆମ୍ବୁଲାନ୍ସ ମାଧ୍ୟମରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ବସରେ ଥିବା ସମସ୍ତ ଯାତ୍ରୀ କେରଳ କାଲିକଟ ଜିଲ୍ଲାର ଏମଇଏସ ଆର୍ଟସ ଏବଂ ସାଇନ୍ସ କଲେଜର ଛାତ୍ରଛାତ୍ରୀ ବୋଲି ସୂଚନା ମିଳିଛି ।

Intro:गंभरोला में अनियंत्रित होकर पलटी बस, 55 घायल
केरला के एक निजी कॉलेज ट्रिप से मनाली जा रहे थे छात्र
दिल्ली से बस हायर करके मनाली हो रहे थे रवाना
मंगलवार सुबह 10 बजे पेश आया हादसा

बिलासपुर।
चंडीगढ़ मनाली नेशनल हाईवे स्वारघाट के समीप गंभरोला नामक स्थान पर बस अनियंत्रित होकर सड़क पर पलट गई। बस में बैठे 50 से अधिक टूरिस्ट को गंभीर चोटें आई हैं। यह हादसा मंगलवार सुबह 10:00 बजे के करीब पेश आया है। जिसमें बस अनियंत्रित होकर सड़क पर पलट गई। मौके पर स्थानीय लोगों की मदद से यात्रियों को बस से बाहर निकाला गया। 108 एंबुलेंस के माध्यम से जिला अस्पताल लाया गया। सभी घायलों का जिला अस्पताल में इलाज चल रहा है। वही मौके पर प्रशासनिक अधिकारी सहित पुलिस दल के सभी अधिकारी भी मौजूद है।

Body:पुलिस से मिली जानकारी के अनुसार यह टूरिस्ट बस दिल्ली से मनाली की ओर जा रही थी। इस दौरान सुबह 10:00 बजे के करीब गंभरोला नामक स्थान पर बस अनियंत्रित होकर सड़क और पलट गई। बस चालक का कहना है कि बस का टायर अचानक फट गया और बस अनियंत्रित हो गई। बस में बैठे सभी यात्रियों को गंभीर चोटें आई है। बता दे कि बस में बैठे सभी यात्री एक ही कॉलेज के है। केरला के एमईएस आर्ट्स एवं साइंस कॉलेज छतमंगलम कालीकट जिला के हैं। सभी घायलों का उपचार जिला अस्पताल में किया जा रहा है।

Conclusion:उधर सदर डीएसपी संजय शर्मा का कहना है कि पुलिस मामले की छानबीन कर रही है। किन कारणों से हादसा हुआ है पुलिस इसका पता कर रही है।

बॉक्स...
खबर लिखे जाने तक तीन घायलों को चंडीगढ़ पीजीआई रेफर कर दिया गया है। वही दो घायलों की बाजू में भी पूरी तरह से टूट चुकी है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.