ETV Bharat / bharat

ଜମ୍ମୁ-କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପୁଅ ଗିରଫ - ଜାମ୍ମୁ-କାଶ୍ମୀର ପୂର୍ବତନ ଅର୍ଥମନ୍ତ୍ରୀ

ଜମ୍ମୁ ଓ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଅବଦୁଲ ରହୀମ ରାଥୋରଙ୍କ ପୁଅ ହିଲାଲ ରାଥୋରଙ୍କୁ ଗିରଫ କଲା ଏସିବି । ହିଲାଲଙ୍କ ଉପରେ ରହିଛି 177 କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଅଭିଯୋଗ ।

ଜାମ୍ମୁ-କାଶ୍ମୀର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପୁଅ ଗିରଫ

author img

By

Published : Jan 16, 2020, 9:13 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଅବଦୁଲ ରହୀମ ରାଥୋରଙ୍କ ପୁଅ ହିଲାଲ ରାଥୋର ଗିରଫ ହୋଇଥିବା ନେଇ ସୂଚନା ମିଳିଛି । 177 କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ମାମଲାରେ ହିଲାଲଙ୍କୁ ଆଣ୍ଟି ଦୁର୍ନୀତି ନିବାରଣ ସଂସ୍ଥା (ACB) ଗିରଫ କରିଥିବା ଜଣା ପଡିଛି ।

ହିଲାଲ ରାଥୋରଙ୍କ ବିରୁଦ୍ଧରେ ଜମ୍ମୁ ଓ କାଶ୍ମୀରର ନରଓ୍ବଲ ବଲାରେ ଥିବା ପାରାଡାଇସ ଏଭେନ୍ୟୁ ପ୍ରକଳ୍ପରେ 177 କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ଅଭିଯୋଗ ରହିଛି । 2012ରେ ଏହି ପ୍ରକଳ୍ପ ହୋଇଥିଲା । ଏ ନେଇ ହିଲାଲଙ୍କୁ ଗୁରୁବାର ଗିରଫ କରାଯାଇଥିବା ଏସସିବି ପ୍ରବକ୍ତା ସୂଚନା ଦେଇଛନ୍ତି । ହିଲାଲଙ୍କ ପିତା ଅବଦୁଲ ରହମାନ 2012ରେ ହିଁ ଜାମ୍ମୁ ଓ କାଶ୍ମୀରର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟରେ ବ୍ୟାଙ୍କରୁ ଋଣ ନେଇଥିଲେ ହିଲାଲ ।

Intro:Body:

Former Jammu and Kashmir finance minister Abdul Rahim Rather arrested by Anti-Corruption Bureau

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.