ETV Bharat / bharat

ପଚାରିଲେ ପାକିସ୍ତାନ କ୍ୟାପ୍ଟେନ, ଟ୍ରୋଲ କଲେ ଅଭିନନ୍ଦନ

ଅଭିନନ୍ଦନ ପାକିସ୍ତାନରେ ଥିବାବେଳେ ଅନେକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପାକ୍‌ ସେନା ସହ ବିଭିନ୍ନ ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଅଭିନନ୍ଦନ ପାକ୍‌ ସେନାକୁ ଟ୍ରୋଲ କରୁଥିବା ଦେଖାଯାଇଛି ।

author img

By

Published : Mar 4, 2019, 7:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୀର୍ଘ 58 ଘଣ୍ଟା ପରେ ପାକିସ୍ତାନ କବଳରୁ ମୁକୁଳି ଶୁକ୍ରବାର ଭାରତ ଆସି ପହଞ୍ଚିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ । ସେ ପାକିସ୍ତାନରେ ଥିବାବେଳେ ଅନେକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପାକ୍‌ ସେନା ସହ ବିଭିନ୍ନ ବିଷୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଅଭିନନ୍ଦନ ପାକ୍‌ ସେନାକୁ ଟ୍ରୋଲ କରୁଥିବା ଦେଖାଯାଇଛି ।

  • “That’s why I asked if you are from the REGULAR army”.

    Even in the making of a bleeding, blind-folded forced propaganda video, Wing Cdr Abhinandan trolled these chaps on Pak terror. 🤣🤣🤣 pic.twitter.com/yH1KELVWGa

    — Shiv Aroor (@ShivAroor) March 4, 2019 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସେନାରେ ଅନେକ ଅନିୟମିତ ସେନା ରହିଥାନ୍ତି । ଯେଉଁମାନଙ୍କୁ ପାକିସ୍ତାନ ବିଭିନ୍ନ ଯୁଦ୍ଧ ସମୟରେ ବ୍ୟବହାର କରିଆସିଛି । ଏମାନଙ୍କ ମଧ୍ୟରେ ଅନେକ ଯୁବକ ରହିଥାନ୍ତି । ଏମାନଙ୍କୁ ଜିହାଦୀ ଶିକ୍ଷା ଦେଇ ପାକ୍‌ ସେନା ଯୁଦ୍ଧରେ ବ୍ୟବହାର କରିଥାଏ । ଏମାନେ କୌଣସି ସ୍ବତନ୍ତ୍ର ପ୍ରଶିକ୍ଷକ କିମ୍ବା ଟ୍ରେନିଂରୁ ସିଲେକ୍ଟ ହୋଇନଥାନ୍ତି । ଏମାନଙ୍କୁ ମୁଜାହିଦ୍ଦିନ୍ସ ମଧ୍ୟ କୁହାଯାଏ । 1947-18 ଯୁଦ୍ଧ ଏବଂ କାର୍ଗିଲ ଯୁଦ୍ଧରେ ଏମାନଙ୍କୁ ପାକ୍‌ ସେନା ବ୍ୟବହାର କରିଥିଲା ।

ତେବେ ଏହି ଘଟଣାକୁ ନେଇ ପାକିସ୍ତାନୀ ସେନାକୁ ଅଭିନନ୍ଦନ ଟ୍ରୋଲ କରିଛନ୍ତି । ଯେତେବେଳେ ସେ ପିଓକେରେ ଖସି ପଡିଥିଲେ ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଧରିନେଇଥିଲେ । ତେବେ ତାଙ୍କୁ ସେନା କ୍ୟାମ୍ପକୁ ନେବା ସମୟରେ ଜଣେ ପାକିସ୍ତାନୀ କ୍ୟାପ୍ଟେନ ପଚାରିଥିଲେ ଯେ ଅଭିନନ୍ଦନ ପାକ୍‌ ସେନା ବିଷୟରେ କଣ ଜାଣିଛନ୍ତି । ଏହାର ଉତ୍ତରରେ ଅଭିନନ୍ଦନ ପାକ୍‌ କ୍ୟାପ୍ଟେନକୁ ଟ୍ରୋଲ କରିଥିଲେ ।

ଅତ୍ୟଧିକ ଶବ୍ଦ ଯୋଗୁଁ କିଛି ସ୍ପଷ୍ଟ ଶୁଣାଯାଉନଥିଲା । ତେବେ କେବଳ ଏତିକି ଶୁଣାଯାଇଥିଲା ଅଭିନନ୍ଦନ ଥଟ୍ଟା କରି କହିଥିଲେ, "ପାକିସ୍ତାନ ସେନାରେ ମଧ୍ୟ ଯବାନ ଅଛନ୍ତି । କ୍ୟାପ୍ଟେନ ସେଥିପାଇଁ ମୁଁ ଆପଣଙ୍କୁ ପଚାରିଥିଲି ଆପଣ ନିୟମିତ ସେନା ନା ଅନିୟମିତ ।" ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପାକ୍‌ ସେନାଙ୍କୁ ସମସ୍ତେ ଟ୍ରୋଲ କରୁଛନ୍ତି ।

undefined

Intro:Body:

ଆଜି ଫେରିବେ ଅଭିନନ୍ଦନ

ନୂଆଦିଲ୍ଲୀ: ଦେଶ ପାଇଁ ଖୁସି ଖବର । ଆଜି(ଶୁକ୍ରବାର) ଭାରତ ଫେରୁଛନ୍ତି ୱିଙ୍ଗ ପାଇଲଟ ଅଭିନନ୍ଦନ । ତାଙ୍କୁ ଫେରାଇ ଆଣିବାକୁ ୱାଘା ବର୍ଡର ସୀମାକୁ ଯିବ ଏକ ପ୍ରତିନିଧି ମଣ୍ଡଳ । ବିଶେଷ ସୁତ୍ରରୁ ଏହି ସୂଚନା ମିଳିଛି । ହେଲେ ପାକିସ୍ତାନ ଅଭିନନ୍ଦନକୁ ଅନ୍ତରାଷ୍ଟ୍ରିୟ ରେଡ୍ ଫୋର୍ସକୁ ହସ୍ତାନ୍ତର କରିବ ବା ଭାରତୀୟ ସେନାକୁ ହସ୍ତାନ୍ତର କରିବା ତାହା ଅସ୍ପଷ୍ଟ ରହିଛି । 

ଗତ 27 ତାରିଖରେ ଭାରତର ମିଗ୍-21ର ପାଇଲଟ ଅଭିନନ୍ଦନକୁ ପାକିସ୍ତାନ ଗିରଫ କରି ନେଇଥିଲା । ଅଭିନନ୍ଦନକୁ ଭାରତକୁ ଫେରାଇ ଦେବାକୁ ଦାବି ପରେ ସର୍ତ୍ତରେ ଫେରାଇବାକୁ ରାଜି ହୋଇଥିଲା ପାକ୍ । ହେଲେ କୌଣସି ସର୍ତ୍ତରେ ଅଭିନନ୍ଦନକୁ ଭାରତକୁ ଫେରାଇ ଆଣିବାକୁ ଅରାଜି ହୋଇଥିଲା ଭାରତ । ପ୍ରବଳ ଚାପରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ପାକ୍ । ଆଜି ପାକିସ୍ତାନରୁ ମୁକ୍ତ ହେବେ ଅଭିନନ୍ଦନ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.