ETV Bharat / bharat

କୋରୋନା ସଙ୍କଟ: ପଶ୍ଚିମବଙ୍ଗର ବିଶେଷଜ୍ଞ ପ୍ୟାନେଲରେ ନୋବେଲ ବିଜେତା ଅର୍ଥନୀତିଜ୍ଞ - କୋରୋନା ଅପଡେଟ

ମମତା ବାନାର୍ଜୀ ସରକାର ସୋମବାର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀଙ୍କୁ ରାଜ୍ୟରେ କୋଭିଡ-19ରେ ସ୍ଥିତି ସୁଧାରିବା ନୀତି ପାଇଁ ନୂତନ ଭାବେ ଗଠିତ ଗ୍ଲୋବାଲ ଆଡଭାଇଜରୀ ବୋର୍ଡର ସଦସ୍ୟ ଭାବରେ ସାମିଲ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 6, 2020, 10:52 PM IST

କୋଲକାତା : ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ସୋମବାର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀଙ୍କୁ ରାଜ୍ୟରେ କୋଭିଡ -19 ରେ ସ୍ଥିତି ସୁଧାରିବା ନୀତି ପାଇଁ ନୂତନ ଭାବେ ଗଠିତ ଗ୍ଲୋବାଲ ଆଡଭାଇଜରୀ ବୋର୍ଡର ସଦସ୍ୟ ଭାବରେ ସାମିଲ କରିଛନ୍ତି ।

ବିଶେଷଜ୍ଞ କମିଟି ଗଠନ ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କୋରୋନା ଭାଇରସ୍ ମହାମାରୀର ମୁକାବିଲା କରି ଏହି କମିଟି ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଉପରେ ପରାମର୍ଶ ଦେବ।

କମିଟିର ଅନ୍ୟ ସଦସ୍ୟମାନେ ସ୍ବରୁପ ସରକାର, ଅଭିଜିତ୍ ଚୌଧୁରୀ ଏବଂ ସୁକୁମାର ମୁଖାର୍ଜୀ ରହିଛନ୍ତି । ଲକଡାଉନ ଯୋଗୁଁ ରାଜ୍ୟର ଆର୍ଥିକ କ୍ଷତି ସୀମିତ କରିବାକୁ କମିଟି ତାଙ୍କୁ ପରାମର୍ଶ ଦେବ।

ତାଙ୍କ ରାଜ୍ୟ ସଚ୍ଚିବାଳୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ 61 ଜଣ ପଜିଟିଭ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଦୁଇ ରହିଥିବା ବେଳେ 13 ଜଣ ସୁସ୍ଥ ହୋଇଛନ୍ତି ।

@IANSଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.