ETV Bharat / bharat

ଶେଷ ଫଳାଫଳକୁ ଅପେକ୍ଷା: ଆପ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ

ଦିଲ୍ଲୀର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ବର୍ତ୍ତମାନ ଭୋଟ ଗଣତିର ଶେଷ ଫଳାଫଳକୁ ଅପେକ୍ଷା କରି ରହିଥିବା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟର ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

aam admi party office decorate for final result of delhi assembly election
ଶେଷ ଫଳାଫଳକୁ ଅପେକ୍ଷା: ଆପ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ
author img

By

Published : Feb 11, 2020, 10:08 AM IST

Updated : Feb 11, 2020, 10:24 AM IST

ନୂଆଦିଲ୍ଲୀ: ଦିଲ୍ଲୀର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ସମସ୍ତ ଏକଜିଟ ପୋଲରେ ବିଜୟୀ ହାସଲ କରିଥିବା ଆମ ଆଦମୀ ପାର୍ଟୀ ବର୍ତ୍ତମାନ ଚାଲିଥିବା ଭୋଟ ଗଣତି ଟ୍ରେଣ୍ଡରେ ମଧ୍ୟ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଆଗୁଆ ରହିଛି । ଆଜି ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଆପ କାର୍ଯ୍ୟାଳୟରେ ସାଜ୍ଜସଜ୍ଜା କାର୍ଯ୍ୟ ଜୋରସରରେ ଚାଲିଛି ।

ଶେଷ ଫଳାଫଳକୁ ଅପେକ୍ଷା: ଆପ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ

ଦିଲ୍ଲୀର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଦଳର ନେତା ଓ ଦଳୀୟ ପ୍ରଂଶସକ ମାନେ ରିବନ ଓ ବେଲୁନରେ ଡେକୋରେଟ କରୁଛନ୍ତି । ଉଭୟ ଦଳୀୟ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟ ବାହାରେ ଦଳୀୟ ପ୍ରଂଶସକ ମାନଙ୍କର ଭିଡ ଲାଗିରହିଛି । ବର୍ତ୍ତମାନ ଭୋଟ ଗଣତିର ଶେଷ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି । ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣାକୁ ନଜରରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଗତ 8 ତାରିଖ ଦିନ ଦିଲ୍ଲୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦେଶର ରାଜଧାନୀ ଦିଲ୍ଲୀର 70ଟି ବିଧାନସଭା ସିଟରେ 670 ପ୍ରାର୍ଥୀ ଭାଗ ନେଇଛନ୍ତି । ଆମ ଆଦମୀ କାର୍ଯ୍ୟାଳୟରେ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି 'ଶେଷ ଫଳାଫଳକୁ ଅପେକ୍ଷା କର ଆମେ ଏକ ବଡ ବିଜୟ ଆଡକୁ ଅଗ୍ରସର ହେଉଛୁ '।

Intro:Body:

blank

Conclusion:
Last Updated : Feb 11, 2020, 10:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.