ETV Bharat / bharat

ଦୁଇ ସନ୍ତାନ ସହ ପାଗେଳୀ ମାଆର ଆତ୍ମହତ୍ୟା - ମାଆର ପାଗଳାମୀ

ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଜଣେ ମହିଳା ନିଜର ଦୁଇ ପୁଅ ଝିଅକୁ ହତ୍ୟା କରିଥିବା ଖବର ମିଳିଛି । ମାଆ ମାନସିକ ରୋଗୀ ହୋଇଥିବାରୁ ନିଜର ଦୁଇ ସନ୍ତାନ ସହ ନିଜକୁ ଏକ ଘରେ ବନ୍ଦ କରି ଆତ୍ମହତ୍ୟା କରିଛି।

ଡିଜାଇନ ଫଟୋ
author img

By

Published : Aug 19, 2019, 10:12 AM IST

ଭୋପାଳ: କୁହାଯାଏ ଯାହାର ମାଆ ଅଛି ତାହାର ସାହା ଅଛି। ମାଆର ମମତା ଆଗରେ ଫିକା ପଡିଯାଏ ଅନ୍ୟର ଭଲପାଇବା। ଏଠାରେ କିନ୍ତୁ ମାଆ ଭୁଲିଗଲା ମମତା । ମୁଣ୍ଡରେ ଚଢିଥିଲା ହତ୍ୟା କରିବାର ଭୂତ । ଆଉ ହତ୍ୟାକାରୀ ମାଆର ହାବୁଡରେ ପଡିଗଲେ ନିଜର ଦୁଇ ସନ୍ତାନ । ଶେଷରେ ଜୀବନ ହାରିଦେଲେ ସେମାନେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ସାହାଡୋଲ ଜିଲ୍ଲାରେ।

ଏଠାକାର ଜଣେ ମହିଳା ନିଜର ଦୁଇ ପୁଅ ଝିଅକୁ ହତ୍ୟା କରିଥିବାର ଖବର ମିଳିଛି । ଅଭିଯୁକ୍ତର ସ୍ବାମୀଙ୍କ କହିବା କଥା ହେଲା ଯେ ତାଙ୍କ ସ୍ତ୍ରୀ ଜଣେ ମାନସୀକ ରୋଗୀ। ସେ ନିଜର ଦୁଇ ସନ୍ତାନଙ୍କ ଏକ ସହ ନିଜକୁ ଗୃହବନ୍ଦୀ କରି ରଖିଥିଲେ । ବହୁତ ସମୟ ଧରି କବାଟ ନଖୋଲିବାରୁ ବାଧ୍ୟ ହୋଇ ଏହାକୁ ଭଙ୍ଗା ଯାଇଥିଲା ।

A woman killed her son & daughter
ଫଟୋ ସୌଜନ୍ୟ: ଏଏନଆଇ

ଶେଷରେ ସେମାନଙ୍କର ମୃତଦେହ ଘର ଭିତରେ ଦେଖିବାକୁ ମିଳିଥିଲା । ହତ୍ୟାକାରୀ ସାଜିଥିଲା ନିଜେ ମାଆ । ଯାହାକି ସମସ୍ତଙ୍କୁ ଚକିତ କରିଛି। ଏ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ଶାହଡୋଲ ଏଏସପିଙ୍କ କହିବା କଥା ହେଲା ହତ୍ୟାକାରୀ ମହିଳାକୁ ପୋଲିସ ନିଜ ହେପାଜତରେ ରଖି ପଚରାଉଚୁରା ଜାରି ରଖିଛି ।

Intro:Body:

sdbb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.