ETV Bharat / bharat

ଉତ୍ତରପ୍ରଦେଶରେ ଭିଡ ହିଂସା, ଅଧ୍ୟାପକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଛାତ୍ର - teacher was thrashed by a group of male students in uttarpradesh

ଉତ୍ତରପ୍ରଦେଶରେ ଭିଡ ହିଂସା । ଜଣେ ଅଧ୍ୟାପକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଛାତ୍ର ଓ ଅଭିଭାବକ ।

ଫଟୋ ସୌଜନ୍ୟ: ଟ୍ବିଟର @ANI
author img

By

Published : Nov 6, 2019, 9:45 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଭିଡ ହିଂସା । ଜଣେ ଅଧ୍ୟାପକଙ୍କୁ ଗୋଡାଇ ଗୋଡାଇ ପିଟିଲେ ଛାତ୍ର ଓ ଅଭିଭାବକ । ପ୍ରୟାଗରାଜ ଜିଲ୍ଲାର ବାଲକରଣପୁର ଆଦର୍ଶ ଜନତା ଇଣ୍ଟର କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଭିଡିଓ ସୌଜନ୍ୟ: ଟ୍ବିଟର @ANI

ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଅଧ୍ୟାପକଙ୍କୁ ଏପରି ନୃଶଂସ ଭାବେ ମାଡ ମରାଯାଇଥିବା କୁହାଯାଉଛି । ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓ ଅନୁସାରେ, ଅଧ୍ୟାପକ ଜଣଙ୍କ ତଳେ ପଡିଯାଇଥିଲେ ବି ଛାତ୍ର ଓ ଅଭିଭାବକ ମାନେ ତାଙ୍କୁ ଛାଡୁନାହାଁନ୍ତି । ଠେଙ୍ଗା ସାହାଯ୍ୟରେ ତାଙ୍କୁ ବାଡେଇ ଚାଲିଛନ୍ତି ।

ସେପଟେ ଏଘଟଣାକୁ ନେଇ ମାମଲା ରୁଜୁ ହୋଇଛି ଓ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପ୍ରୟାଗରାଜ ଏସପି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.