ETV Bharat / bharat

'ମୋ ଗାଲରେ ଲାଗିଛି ଶକ୍ତ ଚାପୁଡା' - ବିଜେପି

ବିଜେପିର ବିଜୟକୁ ନେଇ ବିଭିନ୍ନ ଦଳର ନେତା ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ପ୍ରକାଶ ରାଜ ମଧ୍ୟ ଏକ ଟ୍ବିଟ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 23, 2019, 4:59 PM IST

ନୂଆଦିଲ୍ଲୀ: ଚାଲିଛି ଭୋଟ ଗଣତି । ଆଉ ସମସ୍ତଙ୍କୁ ମାତ ଦେଇ ବହୁମତ ନେବାରେ ଲାଗିଛି ବିଜେପି । ବିଜେପିର ବିଜୟକୁ ନେଇ ବିଭିନ୍ନ ଦଳର ନେତା ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ପ୍ରକାଶ ରାଜ ମଧ୍ୟ ଏକ ଟ୍ବିଟ କରିଛନ୍ତି ।

slap
ଫଟୋ ସୌଜନ୍ୟ: ଏଏନଆଇ

ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ମୋ ଗାଲରେ ଏକ ଶକ୍ତ ଚାପୁଡା ବସିଛି । ସମୃଦ୍ଧ ଭାରତ ପାଇଁ ମୋର ଲଢେଇ ଜାରି ରହିବ । ସେ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଏପର୍ଯ୍ୟନ୍ତ ମୋ ସାଙ୍ଗରେ ରହିଛନ୍ତି ।

Slug: ପ୍ରଥମ ଥର ପାଇଁ ଜିଲ୍ଲାରେ ୨୩ ହଜାର ୫୨୧ ଜଣ ଦିବ୍ୟାଙ୍ଗ ମତଦାନ କରିବେ । ସେମାନଙ୍କ ପାଇଁ ଯୋଗାଇଦିଆଯାଇଛି ସହାୟକ  - ଜିଲ୍ଲାପାଳ
Format: ONE TO ONE 
Reporter:Ranjan Rath
Place: RAYAGADA
Date:10.4.2019
Anchor-  ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳକାର ସନ୍ଧ୍ୟାରୁ ପ୍ରଚାରର ଯବନିକା ପଡ଼ିଥିବା ବେଳେ ଗୁରୁବାର ହେବ ମତଦାନ । ରାୟଗଡା ଜିଲ୍ଲାର ରାୟଗଡା, ଗୁଣପୁର ଓ ବିଷମକଟକ ବିଧାନ ସଭା ଆସନ ସମେତ କୋରାପୁଟ ଲୋକ ସଭା ଆସନ ପାଇଁ ୮୭୧ଗୋଟି ବୁଥରେ ମତଦାନ ଗ୍ରହଣ ହେବ । ଏଥି ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇ କର୍ମଚାରୀ ମାନେ ନିଜ ନିଜ ବୁଥ୍ ଅଭିମୁଖେ ବାହାରିଛନ୍ତିି । ଜିଲ୍ଲାରେ ୮୬ଟି ଅତି ସମ୍ବେଦନଶୀଳ ଓ ୩୧୩ଟି ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଛି । ୮୭୧ ବୁଥ ପାଇଁ ୫ ହଜାର ୭୪୮ ଜଣ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କର୍ମଚାରୀ ମାନେ ବୁଥକୁ ଯିବା ପାଇଁ ୧୦୦ ଗୋଟି ବଡ ବସ, ୩୬୬ଟି ମିନି ବସ, ୩୧୨ଟି ବୋଲେର ଗାଡି ନିୟୋଜିତ କରାଯାଇଛି  । ସେହି ଭଳି ପ୍ରଥମ ଥର ପାଇଁ ଜିଲ୍ଲାରେ ୨୩ ହଜାର ୫୨୧ ଜଣ ଦିବ୍ୟାଙ୍ଗ ମତଦାନ କରିବେ । ସେମାନଙ୍କୁ ଭୋଟଦାନ କେନ୍ଦ୍ରକୁ ନେଇ ମତଦାନ କରାଇବା ପାଇଁ ୬୦୩ଟି ଅଟୋ ଓ ଟାଟା ମ୍ୟାଜିକ ଗାଡିର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇ ଥିବା କହିଛନ୍ତି ଜିଲ୍ଲାପାଳ  । 
ONE TO ONE

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.