ଲକ୍ଷ୍ନୌ : କୌଣସି କେନ୍ଦ୍ରରେ ନୁହେଁ, ଜଣେ କିରାଣୀଙ୍କ ଘରେ ହୋଇଛି +2 ପରୀକ୍ଷା କେନ୍ଦ୍ର । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଡେରିଆ ଜିଲ୍ଲାରେ।
ଜଣେ ସ୍କୁଲ କିରାଣୀ ନିଜ ଘରକୁ ରାଜ୍ୟ ବୋର୍ଡର ପରୀକ୍ଷା କେନ୍ଦ୍ର ଭାବରେ ବ୍ୟବହାର କରି ଥିବା ଅଭିଯୋଗ ହୋଇଛି । ଯାହା ଆଇନ ଅନୁଯାୟୀ ଦଣ୍ତନୀୟ ଅପରାଧ । ଏହି ଘଟଣାରେ ପୋଲିସ 11ଜଣଙ୍କୁ ଗିରଫ କରିଥିବା ବେଳେ କିରାଣୀ ଫେରାର ଥିବା ଜଣାପଡିଛି ।