ETV Bharat / bharat

କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା, 4 ବର୍ଷର ଶିଶୁ ସହ କୂଅକୁ ଡେଇଁଲେ ଗର୍ଭବତୀ

author img

By

Published : Aug 27, 2020, 9:53 PM IST

ଜଣେ ଗର୍ଭବତୀ ମହିଳା ନିଜ 4 ବର୍ଷର ସନ୍ତାନ ସହିତ ଆତ୍ମହତ୍ୟା କରିଛନ୍ତି । ପତି କୋରୋନା ପଜିଟିଭ୍ ବାହାରିବା ପରେ ସେ କୋଭିଡ ହସ୍ପିଟାଲରେ ଆତ୍ମହତ୍ୟା କରିଥିଲେ ।

କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା
କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଗାନ୍ଧୀନଗର: ଜଣେ ଗର୍ଭବତୀ ମହିଳା ନିଜ 4 ବର୍ଷର ସନ୍ତାନ ସହିତ ଆତ୍ମହତ୍ୟା କରିଛନ୍ତି । ପତି କୋରୋନା ପଜିଟିଭ୍ ବାହାରିବା ପରେ ସେ କୋଭିଡ ହସ୍ପିଟାଲରେ ଆତ୍ମହତ୍ୟା କରିଥିଲେ । ଏହାପରେ ଗର୍ଭବତୀ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସ୍ବାମୀଙ୍କ ଆତ୍ମହତ୍ୟାକୁ ସହି ନପାରି ନିଜେ ମଧ୍ୟ 4 ବର୍ଷର ଶିଶୁସହ କୂଅକୁ ଡେଇଁପଡିଥିଲେ ।

କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା
କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା
କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା

ପତି ଅଶୋକଭାଇ ଚୁଡାସମା କିଛି ଦିନ ପୂର୍ବେ କୋରୋନା ପଜିଟିଭ୍ ବାହାରିଥିଲେ । ଏହାପରେ ସେ ଜୁନାଗଡର କୋଭିଡ ହସ୍ପିଟାଲର ଷଷ୍ଠ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସ୍ବାମୀଙ୍କ ଆତ୍ମହତ୍ୟା ପରେ ପତ୍ନୀ ନିତା ବେହେନ ମଧ୍ୟ ଆତ୍ମହତ୍ୟା କରିଥିଲେ । ଅଶୋକଭାଇ ମାଙ୍ଗ୍ରୋଲର ମାନ୍ଦେର ଗାଁର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.