ETV Bharat / bharat

ପିପିଇ କିଟ୍‌ ପିନ୍ଧି ସୁନା ବୋହି ନେବା ଘଟଣାରେ ଜଣେ ଗିରଫ

author img

By

Published : Jan 21, 2021, 5:40 PM IST

ଦିଲ୍ଲୀର କାଲାକାଜୀ ମାର୍କେଟ ପିପିଇ କିଟ ପିନ୍ଧି ଜୁଏଲାରି ଦୋକାନରୁ ଚୋରି ଘଟଣାରେ ଖୁଲାସା କରିଛି ପୋଲିସ । ଅଧିକ ପଢନ୍ତୁ.....

ପିପିଇ କିଟ ପିନ୍ଧି ଜୁଏଲାରୀ ସପରୁ ଲୁଟ ଘଟଣାରେ ଦୁବୃର୍ତ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର କାଲାକାଜୀ ମାର୍କେଟରେ ପିପିଇ କିଟ ପିନ୍ଧି ଜୁଏଲାରୀ ଦୋକାନରୁ ଚୋରି ଘଟଣାରେ ଖୁଲାସା କରିଛି ପୋଲିସ । ଏହି ଘଟଣାରେ ଦୁର୍ବୃତ୍ତକୁ ଗିରଫ କରିବା ସହ ତା ନିକଟରୁ ପ୍ରାୟ 25 କେଜି ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ଗହଣାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 12 ରୁ 13 କୋଟି ଟଙ୍କା ହେବ ବୋଲି ପୋଲିସ କହିଛି ।

ମଙ୍ଗଳବାର ରାତିରେ ଦୋକାନ ବନ୍ଦ ଥିବା ବେଳେ ଉକ୍ତ ଦୁର୍ବୃତ୍ତ ଜଣଙ୍କ ପିପିଇ କିଟ ପିନ୍ଧି ଦୋକାନରେ ପ୍ରବେଶ କରି ଲୁଟ କରିଥିବା ଜଣା ପଡିଥିଲା । ପରେ ଅର୍ଥାତ ବୁଧବାର ସକାଳେ ଦୋକାନ ମାଲିକ ଦୋକାନ ଖୋଲିବା ପରେ ବ୍ୟାପକ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ସେ ପୋଲିସରେ ଏତଲା ମଧ୍ୟ ଦେଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତ ନିକଟରେ ପହଞ୍ଚିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.