ETV Bharat / bharat

ଲକ୍ଷପତି ହେଲେ ଧନିଆ ପତ୍ର ଚାଷୀ - coriander leaves sale

ଧନିଆ ଚାଷ କରି ଲକ୍ଷପତି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହାରାଷ୍ଟ୍ରର ସିନାର୍ ଅଞ୍ଚଳର ଜଣେ ଚାଷୀ ପ୍ରାୟ 4 ଏକକର ଧନିଆ ପତ୍ର ବିକି 12.5 ଲକ୍ଷ ଉପାର୍ଜନ କରିଛନ୍ତି ।

ଲକ୍ଷପତି ହେଲେ ଧନିଆ ପତ୍ର ଚାଷୀ
ଲକ୍ଷପତି ହେଲେ ଧନିଆ ପତ୍ର ଚାଷୀ
author img

By

Published : Sep 9, 2020, 3:12 PM IST

ମୁମ୍ବାଇ: ଧନିଆ ଚାଷ କରି ଲକ୍ଷପତି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହାରାଷ୍ଟ୍ରର ସିନାର୍ ଅଞ୍ଚଳର ଜଣେ ଚାଷୀ ପ୍ରାୟ 4 ଏକକର ଧନିଆ ପତ୍ର ବ୍ରିକି 12.5 ଲକ୍ଷ ଉପାର୍ଜନ କରିଛନ୍ତି । ବର୍ତ୍ତମାନ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହାସହ ବର୍ତ୍ତମାନ ଚାଷୀ ବିନାୟକ ହେମେଡ୍ ସମସ୍ତଙ୍କ ଚାଷୀଙ୍କ ପାଇଁ ପ୍ରେରଣା ।

ଲକ୍ଷପତି ହେଲେ ଧନିଆ ପତ୍ର ଚାଷୀ

ତେବେ ଘଟଣାଟି ସତ ହୋଇଥିଲେ ସୁଦ୍ଧା ଭାଇରାଲ ହେଉଥିବା ଫଟୋରେ ବିନାୟକ ହେମଡେ ନୁହଁନ୍ତି ବରଂ ଆଉ ଜଣେ ଧନିଆ ପତ୍ର ବିଡା ଧରି ଠିଆ ହୋଇଛନ୍ତି । ହେମଡେ ଧନିଆ ପତ୍ରର ଚାହିଦା ଦେଖି ନିଜ 4 ଏକର ଜମିରେ 45 କେଜି ମଞ୍ଜି ପୋତିଥିଲେ । ଜଣେ ବ୍ୟବସାୟୀ ହେମଡେଙ୍କ ଜମିକୁ ବୁଲିଯାଇଥିଲେ ଓ 12.51 ଲକ୍ଷ ଟଙ୍କାରେ ସମସ୍ତ ଧନିଆ କିଣି ନେଇଥିଲେ । କିନ୍ତୁ ଭାଇରାଲ ଫଟୋରେ ଆଉ ଜଣେ ବ୍ୟକ୍ତି ଥିବା ଦେଖି ହେମଡେ ପ୍ରଥମେ ଅସନ୍ତୋଷ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.