ETV Bharat / bharat

କୋଭିଡ ହସପିଟାଲରୁ ଚମ୍ପଟ ମାରିଲେ କଏଦୀ - କୋଭିଡ ହସପିଟାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ

କୋଭିଡ ହସପିଟାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ । ବେଲରେ ଆସି କୋଭିଡ ହସପିଟାଲରେ ହେଉଥିଲେ ଚିକିତ୍ସିତ । ଅଧିକ ପଢନ୍ତୁ....

a criminal ran away from covid hospital in haryana
କୋଭିଡ ହସପିଟାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ
author img

By

Published : Jun 10, 2020, 2:57 PM IST

ଚଣ୍ତିଗଡ: କୋଭିଡ ହସପିଟାଲରୁ ଚମ୍ପଟ ମାରିଲେ ଅଭିଯୁକ୍ତ । ଏଭଳି ଘଟଣା ଘଟିଛି ହରିୟାଣାରେ । ହରିୟାଣାରେ ଜଣେ କଏଦୀ କୋରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ କୋର୍ଟରୁ ବେଲ ମିଳିଥିଲା । ଆଉ ହସପିଟାଲରେ ରହି ମଧ୍ୟ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ସେ ଚିକିତ୍ସାଧିନ ଅବସ୍ଥାରେ ଥିବା ସମୟରେ ହସପିଟାଲର ଝରକା ଭାଙ୍ଗି ପିପିଇ କିଟ ପିନ୍ଧି ପଳାଇ ଯାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଡିଏସପି ଧରମବୀର ସିଂ ।

ତେବେ ଭାରତରେ 276583 ଆକ୍ରାନ୍ତ ହୋଇଥିବା ବେଳେ 7745 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହିକ୍ରମରେ ହରିୟାଣାରେ 5209 କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 45ରେ ପହଞ୍ଚିଛି ।

ସୌଜନ୍ୟ @ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.