ETV Bharat / bharat

କୋଭିଡ-19: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ଜଣେ ଡାକ୍ତର - uttarpradesh news

ଉତ୍ତରପ୍ରଦେଶ ଟିଏମୟୁ ମେଡିକାଲ କଲେଜରେ କୋରୋନା ସଂକ୍ରମିତ ହୋଇ କିଛି ଦିନ ହେବ ଚିକିତ୍ସିତ ହେଉଥିବା ଡାକ୍ତର ରବିବାର ରାତିରେ ପ୍ରାଣ ହରାଇଛନ୍ତି। ଅଧିକ ପଢନ୍ତୁ...

COVID19
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ଏକ ଡାକ୍ତର
author img

By

Published : Apr 20, 2020, 11:54 AM IST

ଲକ୍ଷ୍ନୌ: କୋରୋନା ସଂକ୍ରମିତଙ୍କ ଚିକିତ୍ସା ରେ ଦିନ ରାତି ଏକ କରିଦେଇଛନ୍ତି ଡାକ୍ତର,ନର୍ସ ଓ ସମସ୍ତ ମେଡିକାଲ କର୍ମଚାରୀ । ବର୍ତ୍ତମାନ ସମୟରେ ଯଦି କାହାକୁ ଭଗବାନ ବୋଲି କୁହାଯାଏ ସେ ହେଉଛନ୍ତି ସ୍ବଂୟ ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀ । ତେବେ ଏହା ମଧ୍ୟରେ ଆହୁରୀ ଦୁଃଖଦ ଘଟଣା ହେଉଛି। ସଂକ୍ରମିତଙ୍କ ସେବା କରୁ କରୁ ଏଥିରେ ଆକ୍ରାନ୍ତ ହୋଇ ଅକାରଣରେ ଚାଲିଯାଉଛି ଆଗଧାଡିରେ ସେବାରତ ଡାକ୍ତର ଓ ନର୍ସଙ୍କ ଜୀବନ।

COVID19
ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ଏକ ଡାକ୍ତର

ସେହିଭଳି ଆଉ ଏକ ଡାକ୍ତର ଉତ୍ତରପ୍ରଦେଶର ତୀର୍ଥାଙ୍କର ମହାବୀର ବିଶ୍ୱବିଦ୍ୟାଳୟ (ଟିଏମୟୁ) ମେଡିକାଲ କଲେଜରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛନ୍ତି ମୁରାଦାବାଦ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡାକ୍ତର ଏମସି ଗର୍ଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.