ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 9,94,851 କୋରୋନା ପରୀକ୍ଷା - କୋରୋନା ପରୀକ୍ଷା

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ରବିବାର ଦେଶରେ 9 ଲକ୍ଷ 94 ହଜାର 851 କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଏଯାବତ୍ ଦେଶରେ 8 କୋଟି 78 ଲକ୍ଷ 72 ହଜାର 93 ଟି ଟେଷ୍ଟ କରାଯାଇଛି।

24 ଘଣ୍ଟାରେ ଦେଶରେ ହୋଇଛି 9,94,851 କୋରୋନା ପରୀକ୍ଷା

author img

By

Published : Oct 12, 2020, 11:15 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଯାହା ଦେଶ ପାଇଁ ଏକ ଆଶ୍ବସ୍ତିକର ଖବର । ଏପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ କୋରୋନା ପରୀକ୍ଷା ଜାରି ରହିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ମୁତାବକ, ରବିବାର ଦେଶରେ 9 ଲକ୍ଷ 94 ହଜାର 851 ଟି କୋରୋନା ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ଏଯାବତ୍ ଦେଶରେ 8 କୋଟି 78 ଲକ୍ଷ 72 ହଜାର 93 ଟି ଟେଷ୍ଟ କରାଯାଇଛି।

ଏପଟେ ବର୍ତ୍ତମାନ ଦେଶରେ 71 ଲକ୍ଷ ପାର କରିଛି କୋରୋନା ଆତକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 66 ହଜାର 732 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 816 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 71 ଲକ୍ଷ 20 ହଜାର 539ରେ ପହଞ୍ଚିଛି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 9 ହଜାର 150 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.