ETV Bharat / bharat

ଅକ୍ଟୋବର 20 ସୁଦ୍ଧା ଦେଶରେ ସରିଛି 9 କୋଟି କୋରୋନା ଟେଷ୍ଟ: ICMR

author img

By

Published : Oct 21, 2020, 2:43 PM IST

କୋରୋନା ସଂକ୍ରମଣ ଉପରେ ଲଗାମ ଲଗାଇବାକୁ ଆଇସିଏମଆର ପକ୍ଷରୁ ଦେଶର ବିଭିନ୍ନ ଲ୍ୟାବରେ ଦିନ ରାତି ଜାରି ରହିଛି ସାମ୍ପଲ ଟେଷ୍ଟ । ଅଧିକ ପଢନ୍ତୁ...

ଅକ୍ଟୋବର 20 ଶୁଦ୍ଧା ଦେଶରେ ସରିଛି 9,72,00,379 କୋରୋନା ଟେଷ୍ଟ: ICMR

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିରନ୍ତର ସାମ୍ପଲ ଟେଷ୍ଟ ଜାରି ରହିଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ଟେଷ୍ଟ କରାଯାଉଛି । ଯାହା ବର୍ତ୍ତମାନ ସୁଦ୍ଧା 10 କୋଟି ଅଭିମୁଖେ ରହିଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ମଙ୍ଗଳବାର 10 ଲକ୍ଷ 83 ହଜାର 608 ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଅକ୍ଟୋବର 21 ସୁଦ୍ଧା ଦେଶରେ ସରିଛି 9,72,00,379ଟି କୋରୋନା ସାମ୍ପଲ ଟେଷ୍ଟ ସରିଛି।

ଅନ୍ୟଦେଶ ତୁଳନାରେ କୋଭିଡ ଟେଷ୍ଟିଂ ମାମଲାରେ ଭାରତ ସର୍ବାଗ୍ରେ ରହିଛି । ଯାହାଦ୍ବାରା ଭାରତ ଭଳି ଜନବହୁଳ ଦେଶରେ ଟେଷ୍ଟିଂ ଦ୍ବାରା କୋରୋନା ସଂକ୍ରମଣ କମ କରାଯାଇପାରିଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 76 ଲକ୍ଷ 51 ହଜାର108 ହଜାର ଟପିଛି। ସେହିପରି ନୂଆ ମୃତ୍ୟୁ ରିପୋର୍ଟକୁ ମିଶାଇ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ15 ହଜାର 914 ଲୋକଙ୍କର ଜୀବନ ଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.