ETV Bharat / bharat

ଜମ୍ମୁ କାଶ୍ମୀରରେ 90ଟି ରେଡ ଜୋନ୍ ଚିହ୍ନଟ - ଜାମ୍ମୁ କାଶ୍ମୀର କୋରୋନା ନ୍ୟୁଜ

ଏପ୍ରିଲ 14 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ମୋଟ 90ଟି ରେଡ୍ ଜୋନ୍ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ସୂଚନା ଓ ଲୋକସମ୍ପର୍କ ବିଭାଗ(DIPR) ।

red zone_
ଜାମ୍ମୁକାଶ୍ମୀରରେ 90ଟି ରେଡ ଜୋନ୍ ଚିହ୍ନଟ
author img

By

Published : Apr 15, 2020, 11:34 AM IST

ଶ୍ରୀନଗର: ଏପ୍ରିଲ 14 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରରେ ମୋଟ 90ଟି ରେଡ୍ ଜୋନ୍ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ସୂଚନା ଓ ଲୋକସମ୍ପର୍କ ବିଭାଗ(DIPR) ।

ଟିହ୍ନଟ ହୋଇଥିବା 90ଟି ରେଡ୍ ଜୋନ୍ ମଧ୍ୟରେ, 14 ଟି ଜମ୍ମୁ ଏବଂ 76ଟି କାଶ୍ମୀରରେ ଥିବା ଜଣାପଡିଛି । ତେବେ ଏହି ସବୁ ଅଞ୍ଚଳଗୁଡିକ ଜମ୍ମୁ, ରାଜୌରୀ, ଉଧମପୁର, ବାନ୍ଦିପୋରା, ବାରାମୁଲ୍ଲା, ସୋପିଆନ୍ ଏବଂ ଶ୍ରୀନଗର ସମେତ 13 ଟି ଜିଲ୍ଲାରେ ବଣ୍ଟନ କରାଯାଇଛି ।

DIPRଙ୍କ ଏକ ଟ୍ବିଟ ଅନୁଯାୟୀ, ‘ଜମ୍ମୁ କାଶ୍ମୀର ସରକାର ରେଡ୍ ଜୋନ୍ ପାଇଁ ଷ୍ଟାଣ୍ଡାର୍ଡ ଅପରେଣ୍ଟିଂ ପ୍ରଣାଳୀ (SOP) ଜାରି କରିଛନ୍ତି। ଯେଉଁଥିରେ 100 ପ୍ରତିଶତ ଲକଡାଉନ୍, ଆରୋଗିଆ ଆପ୍ ସହ ଜଡିତ ସର୍ଭେ, ଅତ୍ୟାବଶ୍ୟକ ସାମଗ୍ରୀ ଘରେ ବିତରଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟନିର୍ବାହୀ କର୍ମଚାରୀଙ୍କୁ ପ୍ରବେଶ ଅନୁମତି ଏବଂ ଅଣ କୋରୋନା ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯିବ ।

ଜମ୍ମୁ କାଶ୍ମୀରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 270 ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.